ଆସନ୍ତା କାଲି ଦୀପାବଳି ରେ ଦୀପ ଜଳେଇବା ସମୟ ରେ କରି ଦିଅନ୍ତୁ ଏହି କାମ ଦେଖିବେ କେମିତି ହବ ଧନର ବର୍ଷା । ନିହାନ୍ତି କରନ୍ତୁ

ଆଗାମୀ ଦୀପାବଳି ରେ ଦୀପ ଲଗାଉଥାନ୍ତି ତେବେ ସତର୍କ ହୋଇଯାଅନ୍ତୁ । ଜାଣନ୍ତୁ ଦୀପ ଜଳାଇବାର ସଠିକ ନିୟମ । ଯାହା ଫଳରେ ଆପଣଙ୍କ ର ଜୀବନ ଧନ ଧ୍ୟାନ ରେ ପରିପୂର୍ଣ ହୋଇଯିବ ।

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ମାନେ ଏହି ସଠିକ ଉପାୟ ରେ ଦୀପ ଜଳାଇଲେ ଆପଣ ଘର ଖୁସି ଧନ ଧ୍ୟାନ ରେ ପରିପୂର୍ଣ ହୋଇଯିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଦୀପ ଏକ ଏଭଳି ସାମାନ୍ୟ ଜିନିଷ କିନ୍ତୁ ଅସାମାନ୍ୟ ଶକ୍ତି ର ଅଧିକାରୀ । 

ଯାହା ଦ୍ୱାରା ଆପନ ମାନେ ସେହି ସାମାନ୍ୟ ଦୀପ ର ଅସାମାନ୍ୟ ଶକ୍ତି ର ଅଧିକାରୀ ହୋଇ ପରିବେ । କାରଣ ଦୀପ ର ବୋହୁ ଚମତ୍ଜାରୀ ଗୁଣ ରହିଛି । ସେଥିପାଇଁ କୁହାଯାଏ କି ଯେଉଁଠାରେ ଦୀପ ଜଳୁଛି ସେଠି ଲୋକଙ୍କ ଭାଗ୍ୟ ଖୋଲୁଛି । ଯଦି ଆପଣ ମାନେ ଦୀପ ଜଳାଇବାର ସଠିକ ଉପାୟ ଜାଣିବେ  ତେବେ ଆପଣଙ୍କ ଭାଗ୍ୟ ବି ସୁନା ଭଳି ଚମକୀବ । 

 

ତେବେ ଆସନ୍ତୁ ଜଣିବା ଫିପ ଜଳିବାର ସଠିକ ଉପାୟ । ଯଦି ଆପଣ ନିୟମିତ ଭାବରେ ଘରର ଦ୍ୱାରରେ ଦୀପ ଜଳାଉଛନ୍ତି ତେବେ ଏହା ଦ୍ୱାରା ମାତା ଲକ୍ଷ୍ମୀ ଖୁିସି ହେବା ସହ ଅନ୍ୟ ଦେବା ଦେବୀ ମଧ୍ୟ ଖୁସି ହୋଇଥାନ୍ତି ।  କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ ଯେ ଦୀପକୁ ସିଧା ତଳେ ରଖନ୍ତୁ ନାହିଁ ।  ଏହାକୁ ରଖିବା ପାଇଁ ଚାଉଳ କିମ୍ବା ଅନ୍ୟ ଜିନିଷର ବ୍ୟବହାର କରନ୍ତୁ । 

 

ଯଦି ଆପଣଙ୍କ ଘରେ ଘିଅର ଦୀପ ଜଳାଉଛନ୍ତି ତେବେ ଆପଣ ଙ୍କୁ ଏଥିପାଇଁ ସ୍ୱଚ୍ଛ ଦୀପ ବ୍ୟବହାର କରିବା ଉଚିତ , ଯଦି ଆପଣଙ୍କ ଘରେ ତେଲର ଦୀପ ଜଳାଉଛନ୍ତି ତେବେ ଆପଣ ଲାଲ ସୁତାର ସଳିତା କରି ଦୀପ ଜଳାନ୍ତୁ । ତେବେ ଆପଣଙ୍କ ଜୀବନ ଖୁସି ଭରିଯିବା ସହ ଆପଣଙ୍କ ପିଲା ଛୁଆ ନ୍କ ର ଭାଗ୍ୟ ମଧ୍ୟ ଖୋଲିଯିବ ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *