ରାନୀ ପଣ୍ଡା ଏଲେକ୍ସନ ରେ ବେଣୁ ମଉସା ଙ୍କ ପାଇଁ ଏତେ ଟଙ୍କା ଖର୍ଚ କରିଦେଲେ ଆପଣ ବିଶ୍ୱାସ କରିପାରିବେନି

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ମିଡ଼ିଆ କୁ ଆଜି ଆମେ କହିବୁ ରାନୀ ପଣ୍ଡା କେତେ ଟଙ୍କା ଉଡେଇ ଦେଇଛନ୍ତି ବାଲେଶ୍ୱର ନିର୍ବାଚନ ର ମଏଲ ପାର୍ଥି ବେଣୁ ମଉସା ଙ୍କ ପାଇଁ ଆସନ୍ତୁ ଜାଣିବା1 ।

ଆପଣ ମାନେ ଜାଣିଥିବେ ରାନୀ ପଣ୍ଡା ଏବେ ସବୁବେଳେ ଚର୍ଚା ରେ ବିବାଦ ହେଉ ବା ପ୍ରତିବାଦ କି କେତେ ବେଳେ ଖରାପ ଭାଷା କହିବା ତ କେତେବେଳେ ନାଲି ଆଖି ଦେଖେଇ ସୋଦିବା ସେ ବହୁତ ଚର୍ଚ୍ଚା ରେ । କିଛି ଦିନ ତଳେ ବାଲେଶ୍ୱର ନିର୍ବାଚନ ରେ ଛିଡା ହୋଇଥିବା ବେଣୁ ମଉସା ଙ୍କ ପାଇଁ ପ୍ରଚାର କରିବା ପ୍ରତିଶୃତି ଫେସବୁକ ରେ ଦେଇଥିଲେ । ପରେ ମଧ୍ୟ ସେ ଆସି ବେଣୁ ମଉସା ଙ୍କ ପାଇଁ ଜୋର ସୋର ରେ ପ୍ରଚାର କରିଥିଲେ । ସେ ଖାଲି

 

ପ୍ରଚାର କରିନଥିଲେ ବେଣୁ ମଉସା ଙ୍କୁ ସାଇକେଲ ନୂଆ ଦେଇଥିଲେ ଓ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ବହୁତ ପ୍ରକାର ର ବେଣୁ ମଉସା ଙ୍କୁ କରିଛନ୍ତି । ରାନୀ ନିଜ ଗାଡି ଖରାପ ହୋଇଥିବା ବେଳେ ଭଡା ଗାଡି ରେ ଆସିଥିଲେ ଓ ବେଣୁ ମଉସା ଙ୍କୁ ରଥରେ ବସେଇ ପ୍ରଚାର କରିଥିଲେ ସେ ତାଙ୍କ ନିଜ ହାତରୁ ବେଣୁ ମଉସା ଙ୍କ ପାଇଁ ୫୦୦୦୦ ରୁ ୫୫୦୦୦ ହଜାର ଖର୍ଚ୍ଚ କରିଛନ୍ତି । ସେ କେତେ ଖର୍ଚ କରିଛନ୍ତି ସେ ନିଜେ ମିଡ଼ିଆ ସାମ୍ନା ରେ କହିଛନ୍ତି । ସେ ମଧ୍ୟ କହିଛନ୍ତି ମୁ କୌଣସି ସ୍ୱାର୍ଥ ପାଇଁ ବେଣୁ ମଉସା ଙ୍କୁ ସାହାଯ୍ୟ କରିନି । ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ।

Leave a Reply

Your email address will not be published. Required fields are marked *