ବାଲେଶ୍ଵର ରେ କଲେଜ ଛାତ୍ରୀ ଙ୍କ ଅଶୀଳ ଭିଡ଼ିଓ ଭାଇରଲ । କଲେଜ ଛାତ୍ରୀ ଙ୍କୁ ବେଲା ଭୂମି ରେ ନଗ୍ନ କରି ସ୍ଥାନୀୟ ଯୁବକ ମାନେ କରିଛନ୍ତି କିଛି ଏଭଳି କାର୍ଯ୍ୟ । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ କଲେଜ ପଢୁଆ ଛାତ୍ରୀ ଏକ ଅତ୍ୟାଚାର ର ଶିକାର ହୋଇଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । କଣ ଆଜ୍ଞା ଏ ଦୁନିଆ ଝିଆ ମାନଙ୍କୁ ବଞ୍ଚିବାକୁ ଦେବନି ।

 

 କଣ ସେମାନଙ୍କ ର ବଞ୍ଚିବାର ମୁଣ୍ଡ ଟେକି ଚଳିବାର କୌଣସି ଅଧିକାର ନାହିଁ ।  କଁ ସେ ସବୁବେଳେ ଲଂଚିତ ପ୍ରତାରିତ ହେଉଥିବେ । ଆପଣ ମାନେ ଯେଉଁ ମାନେ ଏହି ପୋଷ୍ଟ କୁ ପଢୁଛନ୍ତି ସବୁ ଉତ୍ତର ଦିଅନ୍ତୁ । କାହିଁକି ନାରୀ ମାନଙ୍କ ଉପରେ ଅତ୍ୟାଚାର ହେଉଛି । କାହ୍ନିକି ଆଜିର ନାରୀ ମାନେ ଏହାର ସୁର ଉତ୍ତୋଳନ କରୁ ନାହାନ୍ତି । ଦୟାକରି ଆପଣ ମାନେ ଯାହା କରନ୍ତୁ କି ନ କରନ୍ତୁ ଏହି ପୋଷ୍ଟ କୁ ଦୟକରି ଅଧିକ ରୁ ଅଧିକଁ ସେୟାର କରନ୍ତୁ ।

 

 ଏହି ପୋଷ୍ଟ କୁ ଭଲ ଭାବରେ ପଢନ୍ତୁ  । ଏହି ପୋଷ୍ଟ ରେ ଆଜି ମୁଁ କହିବାକୁ ଯାଉଛି ବାଲେଶ୍ଵର ର ତାଳସାରି ବେଳାଭୂମି ର ଏହି ଘଟଣା । ଯେଉଁ ଠାରେ ଏକ କଲେଜ ଝିଅ କୁ କିପରି ଭାବେ ଆତ୍ୱଚାର ର ଶିକାର ହେଉଛି ।  ସେ ନିଜ ସାଙ୍ଗ ମାନଙ୍କ ସହ ବେଳା ଭୂମି କୁ ବୁଲି ଯାଇଥିଲା ବେଳେ ସ୍ଥାନୀୟ ଯୁବକ ମାନେ ତାଙ୍କୁ ଡାକି ନଗ୍ନ ହେବାକୁ କହିବା ସହ ତାଙ୍କ ନଗ୍ନ ଶରୀର ର ଭିଡ଼ିଓ କରିଛନ୍ତି । 

ଯାହା ପୋଲିସ କୌଣସି ଆକ୍ସନ ନେଉ ନାହାନ୍ତି । କଣ ଏହା ସଠିକ କମେଣ୍ଟ କରି କୁହନ୍ତୁ । ଆପଣ ଯଦି ଭାବୁଥିବେ ସେ ଝିଅ ଟି ଆପଣଙ୍କ ଭଉଣୀ ତେବେ ଦୟାକରି ଏହି ପୋଷ୍ଟ କୁ ଅଧିକ ରୁ ଅଧିକ ସେୟାର କରନ୍ତୁ । ଆଉ ଏହା ଯେପରି ଆମ୍ଭ ସରକାର ଙ୍କ ପାଖ ରେ ପହଁଚିବା ଦରକାର ।ଜଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ । 

 

Leave a Reply

Your email address will not be published. Required fields are marked *