ରାନୀ ପଣ୍ଡା ଧମକ ଦେଲେ ଦୈତାରି ପଣ୍ଡା, ବାପି ପଣ୍ଡା, ସୁବାସ ବେହେରା ଓ ଗୌର ଦାସ ଙ୍କୁ ଏମିତ ଝାଡ଼ିଲେ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖେଇବୁ ଓ କହିବୁ ରାନୀ ପଣ୍ଡା କଣ ଧମକ ଦେଲେ ରାନୀ ପଣ୍ଡା ଗୌର ଦାସ, ଦଇତାରି ପଣ୍ଡା, ବାପି ପଣ୍ଡା, ସୁବାସ ବେହେରା ଓ ହୀରଲାଲ ଫୋଉଣ୍ଡେସନ କୁ

 

ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ରାନୀପଣ୍ଡା ଓ କିଛି ଯାତ୍ରା କଳାକାର ମାନେ ଭୁବେନେସ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ରେ ଯାତ୍ରା ମଞ୍ଚ ଖୋଲିବ ପାଇଁ ଅନୁମତି କାହିଁକି ଦିଆଯାଉନାହିଁ । ରାନୀ ପଣ୍ଡା ଓ ଅନ୍ୟ କଳାକାର ମାନେ ଥିଲେ ମଧ୍ୟ ରାନୀ ପଣ୍ଡା ଯେଉଁଭଳି ଭାବରେ ପ୍ରତିବାଦ କରିଥିଲେ ସାରା ଓଡିଶା ସାରା ଚହଳ ପକେଇଥିଲେ । ଏଥି ପାଇଁ ତାଙ୍କୁ ନେଇବିଭିନ୍ନ ମହଲ ରୁ ମଧ୍ୟ ସମାଲୋଚନା ।

ଯାତ୍ରା କଳାକାର ମାନେ ମଧ୍ୟ ରାନୀ ପଣ୍ଡା ଙ୍କୁ ନେଇ ସମାଲୋଚନା କରିଥିଲେ । ସରକାର ଯାତ୍ରା ଖୋଲିବା ନେଇ ଶୁଣାଣି କରିବାର ଗୋଟିଏ ଦିନ ପୂର୍ବରୁ ରାନୀ ପଣ୍ଡା ତାଙ୍କ ସବୁ ଚେଷ୍ଟା ବିଫଳ କରୁଥିବା କଥା କହିଥିଲେ । ଏନେଇ ବାପି ପଣ୍ଡା ଓ ରାନୀ ପଣ୍ଡା ଖୁବ ଘୋଷରା ଟଣା ହୋଇଥିଲେ ରାନୀ ପଣ୍ଡା ମିଡ଼ିଆ ସାମ୍ନା ରେ ନାଲି ଆଖି ଦେଖେଇ ଥିଲେ । କିନ୍ତୁ ଏହି ଭିଡ଼ିଓ ରେ ସେ ସେଇମାନଙ୍କୁ ଖରାପ ଭାଷା ରେ କହିଛନ୍ତି ଯେଉଁମାନେ ତାଙ୍କୁ ଅଣ କଳାକାର କହିଛନ୍ତି । ଆଜି ରାନୀ ପଣ୍ଡା ମିଡ଼ିଆ ସାମ୍ନା ରେ କହିଛନ୍ତି ଯେ ମୋ ଜୀବନ ପ୍ରତି ବିପଦ ଅଛି …

 ଓ ମୋ ସାଙ୍ଗରେ ଯେଉଁ କଳାକାର ମାନେ ମତେ ସମର୍ଥନ ଜଣାଇ ସେହି ପ୍ରତିବାଦ ରେ ଯୋଗ ଦେଇଥିଲେ ସେମାନଙ୍କୁ ମଧ୍ୟ ଧମକ ଦିଆଯାଉଛି ଯେ ଘରେ ବସେଇ ଦବୁ ଯାତ୍ରା କରେଇ ଦବୁନି ଏମିତି କହି ଛୋଟ କଳା କାର ମାନଙ୍କୁ ଡରେଇ ଦିଆ ଯାଇଛି, ଯଦି ମୋ ର କିଛି କ୍ଷେତି କି ମୋ ଛୋଟ କଳାକାର ମାନଙ୍କରେ କିଛି କ୍ଷେତି ହୁଏ ଏଥି ପାଇଁ ଦାୟୀ ରହିବେ ବାପି ପଣ୍ଡା , ଦଇତାରି ପଣ୍ଡା , ସୁବାସ ବେହେରା ଓ ଗୌର ଦାସ, ହୀରଲାଲ ଫାଉଣ୍ଡେସନ। ଓ ଏମାନଙ୍କୁ ମିଡ଼ିଆ ସାମ୍ନାରେ ରାନୀ ପଣ୍ଡା ଖରାପ ଭାଷା କହିଛନ୍ତି । ଯଦି ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *