ଆମେରିକା ର ନୂଆ ରାଷ୍ଟ୍ରପତି ଆସୁ ଆସୁ ଭାରତ ଚୀନ ହଙ୍ଗାମା । ପଢନ୍ତୁ ପୁରା ଘଟଣା..

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ ଆମେରିକା ର ନୂତନ ରାଷ୍ଟ୍ରପତି ଜୋ ବାଇଡେନ ହେବା ପରେ ଏହାର ଭାରତ ଉପ ରେ ଏହାର ପ୍ରଭାବ ।   ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ହଁ ଆଜ୍ଞା କଥା ଟା ଆପନ ମାନେ ଜାଣିଥିବେ । ଆମେରିକା ର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ହୋଇଛନ୍ତି । ସେ ଡେମୋକ୍ରଟିକ ପାର୍ଟି ର ଅଟନ୍ତି । ସେ ହେବା ପରେ ଭାରତ ଉପ ରେ ବୋହୁ ପ୍ରଭାବ ପକାଇ ବାକୁ ଯାଉଛି । ସେ ଭାରତ ସହ ନିବିଡ଼ ସମ୍ପର୍କ ହେବା ର ସମ୍ଭାବନା ଦେଖା ଯାଉଚି । କୁହା ଯାଉଛି କି ସେ ହେବା ପରେ ବହୁ ଭାରତୀୟ ମାନ ଙ୍କୁ  ।

ସେଠା ରେ ବୋହୁ ଚାକିରୀ ସୁବିଧା ହେବା କୁ ଯାଉଛି । ଏହା ଛଡା ଭାରତ ର ସେଠା ରେ ପଡୁ ଥିବା ଟ୍ୟାକ୍ସ ମଧ୍ୟ କମି ପାରେ । ଆହୁ ରି ମଧ୍ୟ ଭାରତ ଆମେରିକା ମଧ୍ୟ ରେ ବାଣିଜ୍ୟ ସମ୍ପର୍କ ନିବିଡ଼ ହେବ । ଆମେରିକା ଭାରତ ମଧ୍ୟ ରେ ଅସ୍ତ୍ର ଶାସ୍ତ୍ର ର ବୋହୁ କାରବାର ହେବା କୁ ଯାଉଛି । ଚାଇନା ଭାରତ ମଧ୍ୟ ରେ  ହେଉଥିବା ତିକ୍ତତା ରେ ଚାଇନା ଉପ ରେ ଏହାର କୁ ପ୍ରଭାବ ପଡି ପାରେ । ଭାରତୀୟ ମାନେ ଙ୍କୁ ସେଠାରେ ଅଧିକ ପ୍ରୋତ୍ସାହନ ମିଳିବାକୁ ଯାଉଛି ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

Leave a Reply

Your email address will not be published. Required fields are marked *