ବେଣୁ ମଉସା ହରିଲା ପରେ କାନ୍ଦି କାନ୍ଦି କହିଦେଲେ ଏହି ବଡ କଥା ।

ନମସ୍କାର ଦର୍ଶକ ବନ୍ଧୁ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ କହିବୁ ବେଣୁ ମଉସା ହାରିଲା ପରେ କଣ କହିଲେ ମୁଖ୍ୟ ମନ୍ତ୍ରୀ ଙ୍କୁ ଓ ବାଲେଶ୍ଵର ବାସୀ ଙ୍କୁ ଆସନ୍ତୁ ଜାଣିବା

ବାଲେଶ୍ୱର ନିର୍ବାଚନ ର ସବୁଠାରୁ ଚର୍ଚ୍ଚିତ ପାର୍ଥି ୮୦ ବର୍ଷିଅ ବୃଦ୍ଧ ବେଣୁ ମଉସା । ବହୁତ କଳାକାର ବେଣୁ ମଉସା ଙ୍କ ପାଇଁ ପ୍ରଚାର କରିଥିଲେ ରାନୀ ପ୍ରିୟ ଦର୍ଶିନୀ , ରାନୀ ପଣ୍ଡା , ଯାତ୍ରା ଖଳନାୟକ ଦାମ ପଣ୍ଡା ଓ ଅନ୍ୟ କଳାକାର ମାନେ ମଧ୍ୟ ବେଣୁ ମଉସା ଙ୍କୁ ସାହାଯ୍ୟ କରିଥିଲେ ପ୍ରଚାର । ଏମିତିକି ବେଣୁ ମଉସା କେତେବେଳେ ହୋଣ୍ଡା ସିଟି ତ କେତେବେଳେ ଅଡି କାର ରେ ବସି ପ୍ରଚାର କରିଥିଲେ କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ସେ ହାରିବା ପରେ …

ବହୁତ କାନ୍ଦିଛନ୍ତି ଓ କାନ୍ଦି କାନ୍ଦି କହିଛନ୍ତି ଯେ ବାଲେଶ୍ୱର ବାସୀ ତାଙ୍କୁ ପ୍ରତିଶୃତି ଦେଇ ଠକି ଦେଇଛନ୍ତି । ବାଲେଶ୍ୱର ଲୋକ ବସ୍ତି ବାସିନ୍ଦା ତାଙ୍କୁ ଠକି ଦେଇଛନ୍ତି । ବେଣୁ ମଉସା କହିଛନ୍ତି ଯେ ନବୀନ ପଟ୍ଟନାୟକ ମତେ ହରେଇବା ପାଇଁ ୪୬ ଟା ନେତା ଙ୍କୁ ହୋଟେଲ ବୁକ କରି ରଖିଥିଲେ । ସେମାନେ ସମସ୍ତେ ମିଶି ବାଲେଶ୍ୱର ରେ ଟଙ୍କା ବର୍ଷା ଓ ମଦ ମାଂସ ଦେଇ ମତେ ହରେଇ ଦେଇଛନ୍ତି । ମୁ କାହାକୁ ପାନ ଖଣ୍ଡେ ଦେଇନାହିଁ ଓଲଟା ମୋ ପାଇଁ ଲୋକ ଖର୍ଚ୍ଚ କରିଛନ୍ତି । ସେ କହିଛନ୍ତି ଯଦି ମୁ ବଞ୍ଚିଥିବୀ ଆର ନିର୍ବାଚନ ରେ ଲଢେଇ ହେବ ।

 

Leave a Reply

Your email address will not be published. Required fields are marked *