ବେଣୁ ମଉସା କେତେ ଖଣ୍ଡ ଭୋଟ ପାଇଲେ ଜାଣନ୍ତୁ । କଣ କାମ ଦେଲା ରାନୀ ପଣ୍ଡା ଙ୍କ ପ୍ରଚାର

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆଜି ଆମେ କହିବୁ ଯେ ରାନୀ ପଣ୍ଡା ଜୋରସୋରରେ ପ୍ରଚାର କରିଥିବା ପାର୍ଥି ବେଣୁମଉସା କେତେ ଖଣ୍ଡ ଭୋଟ ପାଇଲେ ।

ବାଲେଶ୍ୱର ନିର୍ବାଚନ ର ସବୁଠାରୁ ଚର୍ଚ୍ଚିତ ପାର୍ଥି ୮୦ ବର୍ଷିଅ ବୃଦ୍ଧ ବେଣୁ ମଉସା । ବହୁତ କଳାକାର ବେଣୁ ମଉସା ଙ୍କ ପାଇଁ ପ୍ରଚାର କରିଥିଲେ ରାନୀ ପ୍ରିୟ ଦର୍ଶିନୀ , ରାନୀ ପଣ୍ଡା , ଯାତ୍ରା ଖଳନାୟକ ଦାମ ପଣ୍ଡା ଓ ଅନ୍ୟ କଳାକାର ମାନେ ମଧ୍ୟ ବେଣୁ ମଉସା ଙ୍କୁ ସାହାଯ୍ୟ କରିଥିଲେ ପ୍ରଚାର । ଏମିତିକି ବେଣୁ ମଉସା କେତେବେଳେ ହୋଣ୍ଡା ସିଟି ତ କେତେବେଳେ ଅଡି କାର ରେ ବସି ପ୍ରଚାର କରିଥିଲେ । ଏହାର ପ୍ରଭାବ କଣ ପଡିଲା ଭୋଟ ପ୍ରଚାର ର

ବର୍ତ୍ତମାନ ସୁଦ୍ଧା ବହୁତ ଚର୍ଚ୍ଚା ରେ ବାଲେଶ୍ୱର ନିର୍ବାଚନ ଫଳାଫଳ । ବାଲେଶ୍ଵର ରେ ବିଜେଡି ଜିତିଚି । କଂଗ୍ରେସ ଏହି ଦୌଡ଼ରେ ବହୁତ ପଛରେ ପଡି ଯାଇଛି । ସବୁଠୁ ଚର୍ଚ୍ଚା ରେ ଥିବା ବେଣୁ ଧର ବାରିକ ସମ୍ପୂର୍ଣ ଭୋଟ ଗଣତି ପରେ ୧୨୪୫ ଖଣ୍ଡ ଭୋଟ ପାଇଛନ୍ତି । ରାନୀ ପଣ୍ଡା ଙ୍କ ଜୋର ସୋର ପ୍ରଚାର କିଛି କାମ ଦେଇନି ।

Leave a Reply

Your email address will not be published. Required fields are marked *