ସ୍ୱାମୀ ନଥିବା ବେଳେ ସ୍ତ୍ରୀ କରୁଥିଲା ପ୍ରେମିକ ସହ ସେକ୍ସ ସେତିକିବେଳେ …

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ର ଓଡିଶା ଖବର ପୋର୍ଟାଲ ଆଜି ଆସନ୍ତୁ ଜାଣିବା ଏହି ଭାଇରଲ ଭିଡ଼ିଓ ରେ କଣ ଘଟିଛି ….ସ୍ୱାମୀ ନଥିବା ବେଳେ ସ୍ତ୍ରୀ କରୁଥିଲା ଖେଳ … ଆସନ୍ତୁ ଜାଣିବା ପୁରା ବିଷୟ

ଆଜି କାଲି ପରକ୍ରିୟା ପ୍ରୀତି ବହୁତ ଛୋଟ କଥା ହେଇଗଲାଣି ଆସ୍ତେ ଆସ୍ତେ ଆମ ଦେଶ ବାହାର ଦେଶ ଭଳି ସେକ୍ସ କ୍ଷେତ୍ର ରେ ହୋଇଗଲାଣି । ଏମିତି କିଛି ନୂଆ କଥା ସ୍ଵାମୀ ର ଅନୁପସ୍ଥିତି ରେ ସ୍ତ୍ରୀ ପରପୁରୁସ ସହ ସମ୍ପର୍କ ଏ ଗୋଟିଏ ପୁରୁଣା କଥା କିନ୍ତୁ ଯଦି ଏହି କାମ ବେଳେ ସ୍ୱାମୀ ହାବୁଡ଼ରେ ପଡ଼ିଯାଏ ତାହେଲେ ବହି ସରିଲା । ସେତେବେଳେ ସ୍ୱାମୀ କଣ ଯେ କରିବ ତା ମୁଣ୍ଡକୁ କିଛି ଆସେନି ସେ ଯାହା ଚାହିଁବ କରିବା ନା ଭାବିବାର ସମୟ ଥାଏ । କୌଣସି ସ୍ୱାମୀ ସ୍ତ୍ରୀ ର ଏପରି କାମକୁ କେବେ ବରଦାସ୍ତ କରିପାରିବେନି । ଆଜି ଆମେ ଏହି ଭଳି ଗୋଟିଏ କେଶ କହିବାକୁ ଯାଉଛୁ ।

ଆମେ ଏହି ଭିଡ଼ିଓ କେଉଁ ଜାଗର ଆମେ ଜାଣିନାହୁଁ ଏହି ଭିଡ଼ିଓ ରେ ସ୍ତ୍ରୀ ସ୍ଵାମୀ ର ଅନୁପସ୍ଥିତ ବେଳେ ତାର ପ୍ରେମିକ ସହିତ ଖେଳ କରୁଥିଲା ହେଲେ ସେତିକି ବେଳେ ସ୍ଵାମୀ ହଟାତ ଆସି ପହଂଚିଗଲା । ଯେତେବେଳେ ସ୍ୱାମୀ ପହଂଚିଗଲା ସ୍ତ୍ରୀ ସ୍ୱାମୀ କୁ ପ୍ରେମିକ ଥିବା ଘରକୁ ବାଟ ଛାଡ଼ିଲାନି ହେଲେ ସ୍ୱାମୀ ଜବରଦସ୍ତ ଘରକୁ ପଶିବାକୁ ଉଦମ୍ୟ କରିବା ଭିତରେ ପ୍ରେମିକ ବାଲକୁନି ଡେଇଁ ଛାତରୁ ତଳକୁ ଡେଇଁ ପଡିଥିଲା ହେଲେ ସ୍ୱାମୀ ବହୁତ ସମୟ ଗୋଡେଇ ଗୋଡେଇ ମଧ୍ୟ ପ୍ରେମିକ କୁ ଧରି ପାରିନଥିଲା । ଠିକ ଏତିକି ବେଳେ ସ୍ତ୍ରୀ ସ୍ୱାମୀ ର ଗୋଡ ତଳେ ପଡି ଖେମା ମାଗିଥିଲେ । ଏହି ଭିଡ଼ିଓ କୁ ସମ୍ପୂର୍ଣ ଦେଖନ୍ତୁ ଜାଣିପାରିବେ ।

Leave a Reply

Your email address will not be published. Required fields are marked *