ଏମିତି କେବେ କରନ୍ତୁ ନାହିଁ ନହେଲେ ଭୋଗୀ ପାରନ୍ତି ବହୁତ ଅସୁବିଧା

କଣ ଆପଣ ଙ୍କ କାନ ରେ ହୋଇଛି ଘା । ତେବେ ଏହି ସରଳ ଘରୋଇ ପ୍ରାକୃତିକ ଉପାୟ ରେ ପାଇ ପାରିବେ ଉପସମ ।

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ମାନେ ଏହି ସରଳ ଉପାୟ ରେ ଘରୋଇ ପ୍ରଣାଳୀ ସାହାଯ୍ୟ ରେ ପାଇଁ ପାରିବେ ଉପଶମ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା କାନ ରେ ଭୁଆ ବା ଘା ହେବା ଏକ ସାଧାରଣ କଥା ।

ଯାହା ସମସ୍ତ ଙ୍କ ଠାରେ ଦେଖା ଯାଇଥାଏ । କିନ୍ତୁ ଆପଣ ମାନେ ଏହି ସାଧାରଣ ରୋଗ ର ଘରୋଇ ଉପଚାର ନ କରି । ଆମ୍ଭେ ମେଡିକାଲ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିଦେଇ ଥାଉ । କିନ୍ତୁ ଆପଣ ମାନେ ଯଦି ଏହି ରୋଗ ର ସାଧାରଣ ଘରୋଇ ଉପଚାର ମାନ ଜାଣିବେ ତାହେଲେ । ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏହାର ଉପଶମ ।

(୧) ସର୍ବ ପ୍ରଥମେ ଆପଣ ମାନେ ହାଲକା ଗରମ ପାଣି ରେ ଏକ ତୁଳା ମାଧ୍ୟମ ରେ କାନ ଭିତ ରେ ପକାନ୍ତୁ । ଓ କିଛି ସମୟ ଚଡି ଦେଲା ପରେ ଆପଣ ଏହି ରୋଗ ରୁ ଉପଶମ ପାଇ ପାରିବେ ।
(୨) ଏହି ଉପାୟ ରେ ସର୍ବ ପ୍ରଥମେ ଆପଣ ମାନେ ବାଦାମ କିମ୍ବା ପିଆଜ କିମ୍ବା ସୋରିଷ ତେଲ କୁ ରସୁଣ ପକାଇ ନିଜ କାନ ରେ ପୁରେଇ ଦେଲେ ଆପଣଙ୍କ କାନ ସଫା ହୋଇଯିବ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *