ଏହି ଗଛ ର ଚେର କୁ ଥରେ ଆଣି ଏପରି କରନ୍ତୁ ମା ଲଷ୍ମୀ ବର୍ଷା କରିବେ ଧନର

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ ।  ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ମାନେ ଏହି ଗଛ ର ଚେର କୁ ଆଣି ରଖିଲେ ହୋଇପାରିବେ କୋଟିପତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଗଛ ର ମହତ୍ମ୍ୟ ଅନେକ ଥାଏ । 

କେତେବେଳେ ଏହାର ମାହାତ୍ମ୍ୟ ଜଣା ପଡେ । କିନ୍ତୁ ମଣିଷ ମାନେ ଵୃକ୍ଷ ର ମହତ୍ମ୍ୟ ବିଷୟରେ ଜାଣି ମଧ୍ୟ ଅଜଣା ରହୁଛନ୍ତି । ଆପଣ ମାନେ ଯେତେ ଶିକ୍ଷିତ ହେଲେ ସେତେ ମୂର୍ଖ କାମ କରୁଛନ୍ତି । କାରଣ ଆପଣ ଶିକ୍ଷିତ ହୋଇ ମୂର୍ଖ ଭଳି ଗଛ ଲଗାଇବା ବଦଳ ରେ ମୂର୍ଖ ଭଳି ଗଛ କାଟିବା ରେ ବ୍ୟସ୍ତ ରହୁଛନ୍ତି ।ତେବେ ଆମ୍ଭେ ଯେଉଁ ଗଛ ର ଚେର  ବିଷୟ ରେ କହିବାକୁ ଯାଉଛୁ ତାର ମାହାତ୍ମ୍ୟ ଟିକେ ଅଲଗା । ଯାହା କୁ ପାଖ ରେ ରଖିଲେ ଜଣା ପଡେ ସତେ ମା ଲଷ୍ମୀ ଙ୍କ ଆଶ୍ରିବାଦ କୁ ଆଣି ଘରେ ରଖିଲା ଭଳି ଜଣାପଡ଼େ । 

ତେବେ ସେହି ଗଛ ଟି ହେଉଛି ଲକ୍ଷ୍ମୀତରୁ ଗଛ । ଆପଣଙ୍କ ଜୀବନ ସବୁ ପ୍ରକାର ଆର୍ଥିକ ସମସ୍ଯା ଦୂର ହୋଇଥାଏ ଓ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଲକ୍ଷ୍ମୀ ଟାରୁ ଗଛ ଚେର ଆଣିବା ଏତେ କଷ୍ଟକର ନୁହେଁ କାହିଁକିନା ଏହାକୁ ଆଣିବାର କିଛି ଉପାୟ ନଥାଏ ଆପଣ ଯେଉଁ ଦିନ ଇଛା କଲେ ଯେଉଁ ମୁହୂର୍ତରେ ବି ଏହାର ଚେର ଘରକୁ ଆଣି ପାରିବେ ଯଦି ଏହାର ଚେର ଆଣିବା ଆପଣଙ୍କ ପାଇଁ ସମ୍ଭବ ନୁହେଁ ତେବେ ଆପଣ ଏହାର ଡାଳ ମଧ୍ୟ ଆଣି ପାରିବେ । 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *