ଅସୀମା ପଣ୍ଡା କରିବେ ବିବାହ ! ଆସନ୍ତୁ ଜାଣିବା ଭାଇରଲ ଖବର ର ସତ୍ୟତା

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ସୁନ୍ଦର ୱେବ ପୋର୍ଟାଲ ଓଡିଶା ଖବର କୁ ଆସନ୍ତୁ ଜାଣିବା ଅସୀମା ପଣ୍ଡା ଙ୍କ ବିବାହ ବିଷୟ ରେ ଚର୍ଚ୍ଚା ହେଉଥିବା ବେଳେ ଏହାର ସତ୍ୟତା

 

ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଅସୀମା ପଣ୍ଡା ଙ୍କ ସ୍ୱର ବହୁତ ଲୋକ ପ୍ରିୟ ଯଦି ଦେଖିବାକୁ ଯିବା ହୁମାନ ସାଗର ଙ୍କ ପରେ ଅସୀମା ପଣ୍ଡା ଦ୍ୱିତୀୟ ଲୋକ ପ୍ରିୟ ଗାୟିକା । ତାଙ୍କ ସ୍ୱର ରେ ସେ ଭଜନ, ରୋମାଣ୍ଟିକ ବା ଡ୍ୟାନ୍ସ ଗୀତ ସବୁ ଗୀତ ବୋଲିବା ପାଇଁ ସେ ବହୁତ ମାହୀର ଲୋକ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି । ହୁମାନ ସାଗର ଙ୍କ ପରେ ଅସୀମା ପଣ୍ଡା ସବୁଠାରୁ ଅଧିକ ଟଙ୍କା ନେଉଥିବା ଗାୟିକା । ଆସନ୍ତୁ ଜାଣିବା ମୁଖ୍ୟ ଖବର ଉପରେ ….

ଅସୀମା ପଣ୍ଡା ଙ୍କ ଘର ଢେଙ୍କାନାଳ ତାଙ୍କ ବାପା କଟକ ରେ ଓକିଲାତି କରୁଥିବାରୁ ସେ କଟକ ରେ ରହିନ୍ତି ଓ ଗୀତ ମଧ୍ୟ ଗାଇଥାନ୍ତି । ସେ ୬ ବର୍ଷ ତଳେ ବିବାହ କରିସାରିଥିଲେ କିନ୍ତୁ ତାଙ୍କର ବିଛେଦ ହୋଇ ସାରିଛି । ସେ ଏବେ ସଙ୍ଗୀତ ପାଇଁ ବହୁତ ବସ୍ତ ଆଉ ଖୁସିରେ ମଧ୍ୟ ଅଛନ୍ତି । ତାଙ୍କର ଦ୍ୱିତୀୟ ବିବାହ ପାଇଁ ଇଚ୍ଛା ନାହିଁ ତାଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ହେଉଥିବା ଭାଇରଲ ସମ୍ପୂର୍ଣ ମିଥ୍ୟା । ଦୟାକରି ଏମିତି ଯେଉଁମାନେ ପ୍ରଚାର କରୁଛନ୍ତି କରନ୍ତୁନାହିଁ । ଧନ୍ୟବାଦ ଆମ ଖବର ଟି ପଢି ଥିବାରୁ ଯଦି ଖବର ଟି ପସନ୍ଦ ଆସେ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *