ଅନୁଭଵ ଆଉ ବର୍ଷା ଙ୍କ ଭିତରେ କାହାର ଧନ ସମ୍ପତ୍ତି ଅଧିକା ଆସନ୍ତୁ ଜାଣିବା

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ମିଡ଼ିଆ କୁ ଆଜି ଆମେ ଜଣେଇବୁ ଆପଣଙ୍କୁ ଅନୁଭଵ ଓ ବର୍ଷା ଙ୍କ କାହାର ସମ୍ପତି ଅଧିକ ।

ଅନୁଭଵ ବର୍ଷା ଦୁଇଜଣ ଓଡିଶା ସିନେ ଜଗତ ପାଇଁ ଗର୍ବ ଆଉ ଗୌରବ ଦୁଇଜଣ ଅଭିନୟ ରେ ମାହୀର ଅନୁଭଵ ଅଧିକ ଟଙ୍କା ନେଉଥିବା ହିରୋ ଓ ବର୍ଷା ହିରୋଇନ ମାନଙ୍କ ମଧ୍ୟ ରେ ଅଧିକ ଟଙ୍କା ନେଉଥିବା ହିରୋଇନ ।

ଅନୁଭଵ ଙ୍କ ସମ୍ପତି – ଅନୁଭଵ ଜଣେ ବଡଘର ର ପୁଅ । ଅନୁଭଵ ଙ୍କ ବାପା ଜଣେ ମାଇନ୍ସ କଣ୍ଟ୍ରାଟକର ହୋଇଥିବା ବେଳେ ଅନୁଭଵ ଭାଇ ଜଣେ ଭଲ ବିଜ଼ୀନେସ ମ୍ୟାନ । ଦେଖିବାକୁ ଅନୁଭଵ ଙ୍କ ପରିବାର ର ମୂଳଦୁଆ ମଝୁବୁତ । ଏବେ ଅନୁଭଵ ଜଣେ ଫିଲ୍ମ ଷ୍ଟାର ଓ କେନ୍ଦ୍ରାପଡା ର ସାଂସଦ ମଧ୍ୟ ।

ବର୍ଷା – ବର୍ଷା ଦେଖିବାକୁ ଗଲେ ମଧ୍ୟ ଭଲ ପରିବାର ର ଝିଅ । ବର୍ଷା ବି ବିବାହ ପୂର୍ବରୁ ବହୁତ ଭଲ ଟଙ୍କା ଫିଲ୍ମ ରୁ ରୋଜଗାର କରୁଥିଲେ କିନ୍ତୁ ବିବାହ ପରେ ସେ ଅନୁଭଵ ଙ୍କ ଘର ର ସଦସ୍ୟ ।

ଦେଖିବାକୁ ଗଲେ ବର୍ଷା ଙ୍କ ଠାରୁ ଅନୁଭଵ ବହୁତ ଧନ ସମ୍ପତ୍ତି ର ମାଲିକ । ଯଦି ଆମର ଏହି ଖବର ଟି ଆପଣ ଙ୍କୁ ଭଲ ଲାଗିଛି ତାହେଲେ ଗୋଟିଏ ଲାଇକ କରନ୍ତୁ ତଳେ ଓ ଏହି ପେଜ କୁ ଉପରେ ଫୋଲ କରନ୍ତୁ ।

Leave a Reply

Your email address will not be published. Required fields are marked *