ଆପଣ ମାନେ କରୁଛନ୍ତି କି ଏହି ଭୁଲ ହେବ ଯାଆଁଳା ଛୁଆ ।

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଏକ ଯାଆଁଳା ସନ୍ତାନ ହୋଇଥାଏ । ଓ ଏଥିରୁ କିପରି ଆପଣ ମାନେ ମୁକ୍ତି ପାଇପାରିବେ ।  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ଯାଆଁଳା ଛୁଆ ଏକ ସାଧାରଣ କଥା ହୋଇଗଲାଣି । ଆଗ କାଳରେ ତଥା ବର୍ତ୍ତମାନ ର ଗାଁ ଗହଳି ରେ ଚାଲୁଥିବା ପ୍ରଥା ଅନୁସାରେ ଯାଆଁଳା ଛୁଆ ଯଦି ଆପଣ ମାନେ କିଛି ଯାଆଁଳା କଦଳୀ କିମ୍ବା ଫୁଲ ଖାଇଥାନ୍ତି ତେବେ ଆପଣ ମାନଙ୍କ ର ଏକ ଯାଆଁଳା ଛୁଆ ହୋଇଥାଏ । କିନ୍ତୁ ତାହା ସମ୍ପୂର୍ଣ୍ଣ ମିଛ ଏବଂ ଲୋକ ପ୍ରଥା । ତେବେ ଆସନ୍ତୁ ଜାଣିବା ଏହା ପଛ ରେ ଥିବା ବୈଜ୍ଞାନିକ କାରଣ । ଯଦି କୌଣସି ମହିଳା ମାନେ ଅଧିକ ଗ୍ରଭ ନିରୋଧକ ବଟିକା ସେବନ କରିଥାନ୍ତି । 

 

କିମ୍ବା ଗ୍ରଭପାତ ମଧ୍ୟ କରାଇଥାନ୍ତି ସେମାନଙ୍କ ଠାରେ ଯାଆଁଳା ସନ୍ତାନ ଜନ୍ମ ହେବା ର ସମ୍ଭାବନା ଅଧିକ ରହି ଥାଏ । କାରଣ ଗ୍ରଭ ନିରୋଧକ ବଟିକା ସେବନ କରିବା ଦ୍ୱାରା ସେ ମାନଙ୍କ ଶରୀର ରେ ହଲିକାଲ୍ ସିମଲାଇଟିନ୍ ହରୋମନ ର ମାତ୍ର କମିଯାଇ ଥାଏ  । ଯାହା ଫଳ ରେ ଦୁଇଟି ସନ୍ତାନ ର ଉତ୍ତପତୀ ହୋଇଥାଏ । ଓ ଯାହାକୁ ଆପଣ ମାନେ ଯାଆଁଳା ଛୁଆ ର ଆଖ୍ୟା ଦେଇଥାନ୍ତି ।

 

 ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *