ବେଣୁ ମଉସା ଧନ ସମ୍ପତ୍ତି ଓ ଘର ବାଡ଼ି ର ମୂଲ୍ୟ ଆସନ୍ତୁ ଜାଣିବା

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ । କିଛି ନିର୍ବାଚନ ଵିଷୟ ରେ ଆପଣ ମାନେ ଜାଣି ଥିବେ କି ଓଡ଼ିଶାର ରେ ଏବେ ଉପନିର୍ବାଚନ ର ସମୟ ଆଉ ଏହି ସମୟରେ ବହୁତ ସାରା ରାଜନୀତି କ ଦଳ ମନେ ନିଜ ନିଜ ର ପାର୍ଥି ଙ୍କୁ ଧରି ଉପନିର୍ବାଚନ ର ପ୍ରଚାର ରେ ବୁଲୁଛନ୍ତି । ଆଉ ସେହି ପ୍ରଚାର ସମୟରେ ବହୁତ କିଛି ଅଜଣା କଥା ଆଗକୁ ଆସିଛି ଏହି ସବୁ ଅଜଣା କଥା କୁ ଜାଣିବା ପାଇଁ ଏହି ପୋଷ୍ଟ ଟିକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜଣାନ୍ତୁ କଣ ହୋଇଛି ସମ୍ପୂର୍ଣ୍ଣ ଘଟଣା । 

 

ଚାଲନ୍ତୁ ଆରମ୍ଭ କରିବା ଆଜି ଅ ଏହି ପୋଷ୍ଟ ଟିକୁ ଆଉ ଜାଣିବା କି କେତେ ଟଙ୍କା ଅଛି ଉପନିର୍ବାଚନ ଅ ସ୍ୱାଧୀନ ପାର୍ଥି ବେଣୁ ମଉସା ଙ୍କ ପାଖରେ । ତାଙ୍କର ସମ୍ପତ୍ତି ଜାଣିଲେ ଆପଣ ମାନଙ୍କ ର ହୋସ ଉଡିଯିବ । ବେଣୁ ମଉସା ହେଉଛନ୍ତି ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ର ସ୍ଵାଧୀନ ପ୍ରାଥି । ଆଉ ତାଙ୍କ ର ନିର୍ବାଚନ ର ଚିହ୍ନ କେଟିଲି ଚିହ୍ନ। ବେଣୁ ମଉସା ସ୍ୱାଧୀନ ପାର୍ଥି ଭାବେ ଲଢ଼ୁଛନ୍ତି। ବେଣୁଧର ମଉସା  ବାଲେଶ୍ଵର ରେ ବହୁତ ବଡ଼ ଆକାର ରେ  ପ୍ରଚାର କରୁଛନ୍ତି ଆଉ ଅପଣ ଜାଣି ଥିବେ  ।ନଭେମ୍ୱର ୩ ତାରିଖରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ର  ଉପନିର୍ବାଚନ ।

 

ବାଲେଶ୍ଵର ର ସ୍ୱାଧୀନ ପ୍ରାର୍ଥୀ ଭାବରେ ୮୦ବର୍ଷୀୟ ବେଣୁଧର ବାରିକ ଯାହାଙ୍କୁ ସମସ୍ତେ ବେଣୁ ମଉସା ବୋଲି ଡାକନ୍ତି ,ସେ ଏହି ଉପନିର୍ବାଚନ ରେ ରାତାରାତି ଚର୍ଚ୍ଚିତ ହୋଇଯାଇଛନ୍ତି  ଏବଂ ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ଚେହେରା ଦେଖାଇଛନ୍ତି । ସେ କହିଛନ୍ତି କି ତାଙ୍କ ପାଖରେ କିଛି ବି ହେଲେ ଟଙ୍କା ନାହିଁ । ତାଙ୍କ ଘର ବାଡି ବିକିଲେ ବି ୧ ଲକ୍ଷ୍ୟ ଟଙ୍କା ହବ ନାହିଁ । କିନ୍ତୁ ସିଏ ଲୋକଙ୍କ ପାଇଁ କାମ କରିବାକୁ ଚାହାଁନ୍ତି ସେଥିପାଇଁ ସେ ଏହି ଉପନିର୍ବାଚନ ରେ ସ୍ୱାଧୀନ ପାର୍ଥି ଭାବରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ସେ ଏହି ଉପନିର୍ବାଚନ ରେ କେଟିଲ ଚିହ୍ନ ରୁ ଲଢ଼ିବେ । ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ

 

Leave a Reply

Your email address will not be published. Required fields are marked *