ଚେନ୍ନାଇ ର ଶେଷ ମ୍ୟାଚ ରେ ଧୋନି କରିଲେ ବଡ ଖୁଲାସା କହିଲେ ଆର ବର୍ଷ ପାଇଁ ଚେନ୍ନାଇ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର
ୱେବ ୱେବ ପୋର୍ଟାଲ କୁ ଆସନ୍ତୁ ଜାଣିବା ଚେନ୍ନାଇ ଏ ବର୍ଷ ଖେଳିବେକି କି ନାହିଁ ଓ ୨୦୨୧ ର କଣ ରହିବ ଗେମ ପ୍ଲାନ ଧୋନି କଲେ ଖୁଲାସା ।

ନମସ୍କାର ବନ୍ଧୁଗଣ ଚେନ୍ନାଇ ସବୁଠାରୁ ସଫଳ ଫ୍ରାଚଇଜ । ଏହା କେବଳ ମହେନ୍ଦ୍ର ସିଂହ ଧୋନି ଙ୍କ ପାଇଁ । ଧୋନି ଏମିତି ଏକ ନାଁ କେହି କେହି ସଫଳତା ର ଅନ୍ୟ ନାମ ଧୋନି ବୋଲି କହିଥାନ୍ତି । ସେ ମଧ୍ୟ ଭାରତ ପାଇଁ ଅଧିନାୟକ ହୋଇ ଯାହା କରିଛନ୍ତି । ସାରା ଦେଶ ବାସୀ ଙ୍କ ଗର୍ବ ଆଉ ଗର୍ବ । ତେବେ ଆସନ୍ତୁ ଜାଣିବା କଣ ଧୋନି ସୂଚନା ଦେଲେ ଆଗାମୀ ବର୍ଷ ପାଇଁ ।

ଆଜି ୧.୧୧.୨୦୨୦ ର ଏବର୍ଷ ଆଇପିଏଲ ପାଇଁ ଶେଷ ମ୍ୟାଚ । ଆରବର୍ଷ ଧୋନି ଆଇପିଏଲ ଧୋନି ଖେଳିବେକି କି ନାହିଁ ବହୁତ ଚର୍ଚ୍ଚା ହେଉଥିବା ବେଳେ ନିଜେ ଧୋନି ଏସବୁର ପୂର୍ଣ୍ଣଛେଦ ପକେଇଛନ୍ତି । ସେ କହିଛନ୍ତି ସେ ଏ ବର୍ଷ ଆଇପିଏଲ ବା କ୍ରିକେଟ ଛାଡୁନାହାନ୍ତି ସେ ଆରବର୍ଷ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ ଜର୍ସି ରେ ଦେଖିବାକୁ ମିଳିବେ । ଏହା କ୍ରିକେଟ ଦର୍ଶକ ଙ୍କ ପାଇଁ ବହୁତ ଖୁସି ର ଖବର । ଆରବର୍ଷ ଚେନ୍ନାଇ ପକ୍ଷରୁ ଅଧିନାୟକ ରୂପେ ମିଳିବେ । ଆରବର୍ଷ ମେଗା ଆକ୍ସନ ଅନୁଷ୍ଠିତ ହବାର ଅଛି ଯଦି ହେଲା । ଧୋନି ତାଙ୍କ ଦଳ ପାଇଁ ଭଲ ଖେଳାଳି ଆଣିବେ ଆରଥର ଚେନ୍ନାଇ କୁ ଚାମ୍ପିୟନ୍ସ ର ମୁକୁଟ ପିନ୍ଧେବେ ଚେନ୍ନାଇ କୁ । ଯଦି ଆମର ଏହି ଖବର ଟି ଭଲ ଲାଗିଚି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *