ବେଣୁ ମଉସା ଙ୍କ ଲାଗି ଦାଇତ୍ୱ ନେଲେ ନିଜେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ସୁନ୍ଦର ୱେବ ପୋର୍ଟାଲ ଓଡିଶା ଖବର କୁ ଆଜି ଆମେ କହିବାକୁ ଯାଉଛି ନିର୍ବାଚନ ରେ କେଉଁ ଭଳି ଭାବରେ ମଦ ଦିଆଯାଉଛି ଭୋଟ ପାଇଁ ଜାଣନ୍ତୁ ।

ବାଲେଶ୍ୱର ନିର୍ବାଚନ ବହୁତ ଜୋର ସୋର ରେ ପ୍ରଚାର ଆଗେଇ ଚାଲିଛି । ଏହି ନିର୍ବାଚନରେ ଓଡିଶା ର ମଉଡ ମଣି ନିଜେ ନବୀନ ପଟ୍ଟନାୟକ ବାଲେଶ୍ୱର ର ଦାଇତ୍ୱ ସମ୍ପୂର୍ଣ ରୂପେ ନେଇଛନ୍ତି । ବାଲେଶ୍ୱର ନିର୍ବାଚନ ଏବେ ଖୁବ ଚର୍ଚା ରେ ଏହି ଚର୍ଚା ର ବିଷୟ ହେଉଛନ୍ତି ବେଣୁ ମଉସା ଯାହାଙ୍କ ପାଇଁ ପୁରା ରାଜ୍ୟ ବାସୀ ସହାୟତା ର ହାତ ବଢ଼େଇଛନ୍ତି । କେତେ ବେଳେ ରାଣୀ ପଣ୍ଡା ତ କେତେବେଳେ ଦାମ ପଣ୍ଡା ଖୁବ ଜୋର ସୋରରେ ବାଲେଶ୍ୱର ନିର୍ବାଚନ । ୯୦ ବର୍ଷ ର ବୁଢା ପାଖରେ ଟଙ୍କା ନାହିଁ ଲୋକ ବଳ ନାହିଁ । କିନ୍ତୁ ଇଛା ଶକ୍ତି ଆଗରେ ସବୁ ଫିକା ପଡିଯାଇଛି ।

ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ର ଦାଇତ୍ୱ ମୁଖ୍ୟ ମନ୍ତ୍ରୀ ଖୋଦ ମୁଖ୍ୟ ମନ୍ତ୍ରୀ ନେବାର କାରଣ । ବିଜେଡି ରୁ ବଛାଯାଇଥିବା ପାର୍ଥି ସେତେ ଟାଣୁଆ ନାହାନ୍ତି । ସେପଟେ ଅନ୍ୟ ଦଳର ପାର୍ଥି ଓ ବେଣୁ ମଉସା ବର୍ତମାନ ବାଲେଶ୍ୱର ନିର୍ବାଚନ କୁ ଏକ ଭନ୍ନ ମୋଡ କୁ ନେଇଗଲେଣି । ଏପରି ସ୍ଥିତି ଦେଖିଲା ପରେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ୱର ଦାଇତ୍ୱ ନିଜେ ନେଇଛନ୍ତି । କହିବାକୁ ଗଲେ ବେଣୁ ମଉସା ଙ୍କୁ ହରେଇବା ପାଇଁ ନିଜେ ମୁଖ୍ୟ ମନ୍ତ୍ରୀ ଦାଇତ୍ୱ ନେଲେ

Leave a Reply

Your email address will not be published. Required fields are marked *