ମୁଖ୍ୟ ମନ୍ତ୍ରୀ ଙ୍କ ନୂଆ ଯୋଜନା । ବିବାହ କଲେ ମିଳିବ ଅଢେଇ ଲକ୍ଷ୍ୟ ଟଙ୍କା । ଆସନ୍ତୁ ଜାଣିବା କେମିତି କରିବେ ବିବାହ

ନମସ୍କାର ବନ୍ଧୁ ଗଣ ଆପଣ ମାନବଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ ନବୀନ ପଟ୍ଟନାୟକ ଏକ ଖୁସି ଖବର ଓଡ଼ିଶା ବାସୀ ମାନଙ୍କୁ ଦେଇଛନ୍ତି । ଆଉ କହିଛନ୍ତି କି ଆସି ଯୋଜନା ଅନ୍ତର୍ଗତ ବ୍ୟକ୍ତି ମାନଙ୍କ ମିଳିବ 2ଦୁଇ ଲକ୍ଷ ଟଙ୍କା । ଆପଣ ସେହି 2 ଲକ୍ଷ ଟଙ୍କା ପାଇବାକୁ ହେଲେ କଣ କଣ କରିବେ । ଏହି ପୋଷ୍ଟ ଟିକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଆଉ ଜଣାନ୍ତୁ କି କିପରି ଆପଣ ମଧ୍ୟ ପାଇ ପାରିବେ ଦୁଇ ଲକ୍ଷ ଟଙ୍କା ।

ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ପୋଷ୍ଟ । ଆପଣ ମାନେ ଭଲ ଭାବରେ ଜାଣି ଥିବେ କି । ଆମ ର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସବୁ ସମୟରେ କିଛି ନା କିଛି ଯୋଜନା ଘୋଷଣା କରନ୍ତି । ସେହିପରି ଭାବରେ କିଛି ନୂଆ ଉପହାର ଆଣିଛନ୍ତି ନବୀନ ବାବୁ । ସେହି ଉପହାର ହେଉଛି ଯଦି ଆପଣ ଏବେ ବିବାହ କରନ୍ତି ତେବେ ଆପଣ ମାନଙ୍କୁ ମିଳି ପାରିବ ଏହି ଉପହାର । ସେହି ପରି ଓଡ଼ିଶା ର ଥିବା ସୁମଙ୍ଗଳ ପୋର୍ଟାଲ କୁ ଶୁଭାରମ୍ଭ କରି ଏହି ଯୋଜନାକୁ ଘୋଷଣା କରିଛନ୍ତି । ଏହା ଯୋଜନା  ବିବାହ କରିଥିବା ବ୍ୟକ୍ତିଙ୍କୁ 2 ଲକ୍ଷ  ଟଙ୍କା ମିଳିବ ।

 

ସେହି ପରି ଭାବରେ ଆମ ର ନବୀନ ବାବୁ ଆଉ ଏକ ଯୋଜନ ବିଦ୍ୟାଳୟ ପିଲା ମାନଙ୍କ ପାଇଁ ଘୋଷଣା କରିଛନ୍ତି ସେହି ଯୋଜନା ରେ ଯଦି କେହି ଭଲ ବିଦ୍ୟାର୍ଥୀ ଭଲ ପାଠ ପଢୁ ଥିବ ତେବେ ସେହି ବିଦ୍ୟାର୍ଥୀ ମାନଙ୍କୁ ମିଳିବ ପୁରସ୍କାର ରାଶି । ଏହି ପରି ଭାବରେ ସମର୍ଥ ପିଲା ମାନଙ୍କୁ ମିଳିବ ପୁରସ୍କାର ରାଶି । ଆଉ ମଧ୍ୟ ବିବାହ କଲେ ଏହି ଯୋଜନା ରେ ମିଳିବ ଦୁଇ ଲକ୍ଷ ଟଙ୍କା ।ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।।

 

Leave a Reply

Your email address will not be published. Required fields are marked *