ଜାଣନ୍ତୁ ରାନୀ ପଣ୍ଡା କି ସାହାଯ୍ୟ କରିବେ ପ୍ରଦୀପ ମହାରଥୀ ଙ୍କ ପରିବାରକୁ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର ପୋର୍ଟାଲ କୁ ଆଜି ଆମେ ଜଣେଇବୁ ରାନୀ ପଣ୍ଡା କରିବେ ସାହାଯ୍ୟ ମହାରଥୀ ଙ୍କ ପରିବାର କୁ କଣ ଏହି ସାହାଯ୍ୟ ଆସନ୍ତୁ ଜାଣିବା ।

ପ୍ରଦୀପ ମହାରଥୀ ରାଜ୍ୟ ରାଜନୀତି ର କିମ୍ବଦନ୍ତୀ କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି ଏହା ପରେ ପିପିଲି ରେ ନୂଆ ଏଲକ୍ସନ ହେବାକୁ ଯାଉଛି । ଏହି ଏଲେକ୍ସନ ରେ ମହାରଥୀ ଙ୍କ ପରିବାରରୁ କେହି ମୈଦାନ କୁ ଓଲହେଇବାର ସୂଚନା ମିଳିଛି । କିନ୍ତୁ ତାଙ୍କ ପୁଅ କି ପତ୍ନୀ ଏହାର ସଠିକ ଖବର ଆସି ନାହିଁ । ଯିଏ ବି ଛିଡା ହବ ପଲା ଭାରି ରହିବ ମହାରଥୀ ଙ୍କ ପରିବାର ର । ଆସନ୍ତୁ ଯିବା ମୁଖ୍ୟ ବିଷୟ ରେ ମହାରଥୀ ଙ୍କ ପରିବାର କୁ କଣ ସାହାଯ୍ୟ କରିବେ ରାଣୀପଣ୍ଡା । ମହାରଥୀ ଙ୍କ ର ତ କୋଟି କୋଟି ଟଙ୍କା ହେଲେ ରଣୀ ପଣ୍ଡା କି ସାହାଯ୍ୟ କରିବେ ।

ରାନୀ ପଣ୍ଡା ପ୍ରଦୀପ ମହାରଥୀ ଙ୍କୁ ବହୁତ ଭଲ ପାଆନ୍ତି । ଅନେକ ଥର ଏହା ଦେଖିବାକୁ ମିଳିଛି । ରାନୀ ପଣ୍ଡା ଯେତେବେଳେ ମହାରଥୀ ମେଡିକାଲ ରେ ଅଡିମସନ ହେଲେ । ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ କାନ୍ଦିବା ର ଭିଡ଼ିଓ ଭାଇରଲ ହୋଇଥିଲା । ଏହି ଭିଡ଼ିଓ ରେ ସେ ତାଙ୍କ ଆରୋଗ୍ୟ କାମନା କରିଥିଲେ ।ଯେତେବେଳ ମହାରଥୀଙ୍କ ର ମୂର୍ତ୍ତୃ ହୋଇଥିଲା ସେତେ ବେଳେ ସେ ପିପିଲି ଯାଇଁ ଶେଷ ଦର୍ଶନ କରିଥିଲେ । ଏକଦଶ ରେ ପିପିଲି ରେ ଧଳା ଶାଢ଼ୀ ପିନ୍ଧି ଗରିବ ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବାଣ୍ଟି ଥିଲେ । ସେ ବାଲେଶ୍ୱର ବେଣୁ ମଉସା ଙ୍କ ପ୍ରଚାର ଏବେ କରୁଛନ୍ତି । ସେ କହିଛନ୍ତି ଯଦି ମହାରଥୀ ସାର ଙ୍କ ପରିବାର ରୁ ଛିଡା ହେବେ ମୁ ତାଙ୍କ ପାଇଁ ପ୍ରଚାର କରିବି ଓ ଯଥା ସମ୍ଭବ ସାହାଯ୍ୟ ର ହାତ ବଢ଼େଇବି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଲା ତାହେଲେ ତଳେ ଗୋଟିଏ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *