କେମିତି କରିବେ ଆପଣ ଙ୍କ ଲିଙ୍ଗ ର ବୃଦ୍ଧି ଜାଣନ୍ତୁ ସମାଧାନ

ନମସ୍କାର ବନ୍ଧୁଗଣ ଆଜି ଆମେ କହିବାକୁ ଯାଉଛୁ ଲିଙ୍ଗ ବୃଦ୍ଧି ବିଷୟରେ ଲିଙ୍ଗ ବୃଦ୍ଧି ଏହା ଏକ ଗୁପ୍ତ ସମସ୍ୟା ଏହି ସମସ୍ୟା ସାଧାରଣ ତା ଅଧିକ ଲୋକ ଲୁଚେଇ ରଖନ୍ତି । ଜାଣନ୍ତୁ କେମିତି କରିବେ ଆପଣଙ୍କ ଲିଙ୍ଗ ବୃଦ୍ଧି ।

ବିନା ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଯେକୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ । ଏଠାରେ ବହୁତ ପ୍ରକାରର ଚିକିତ୍ସା ଅଛି ଯେମିତି କିଛି ମାନସିକ ରୋଗ ପାଇଁ ଚିକିତ୍ସା ଅଛି କିଛି ଶାରୀରିକ ସମସ୍ୟା ପାଇଁ ଚିକିତ୍ସା ଅଛି । ଡାକ୍ତରଙ୍କର ପପରାମର୍ଶ ରେ ଆପଣ କୌଣସି ଜେଲ କିମ୍ବା ଅଏଲ ଲଗାନ୍ତୁ । ଗୋଟେ ଆୟୁର୍ବେଦ ଔଷଧ ନାମ ହେଲା ଶ୍ରୀ ଗୋପାଳ ତୈଳ ଆଉ ଏହାକୁ ମାଲସ କରିବା ଦ୍ୱାରା ଆପଣଙ୍କ ଲମ୍ବା ଓ ମୋଟା ହେବାର ବହୁତ ଅଧିକ ସମ୍ଭାବନା ରହିଛି । ଆଉ ଏଠାରେ ରକ୍ତ ସଞ୍ଚାଳନ ବହୁତ ଜୋର ହେବ। ଏହାକୁ ଆପଣ ପ୍ରତିଦିନ ରାତିରେ ସେ ତେଲକୁ ଲିଙ୍ଗର ତଳ ପଟରେ ଲଗେଇ ଭଲ ଭାବରେ ମାଲସ କରନ୍ତୁ ।

ଯଦି ଆପଣଙ୍କ ଲିଙ୍ଗ ଛୋଟ ତାହେଲେ ଆପଣ ଏହାକୁ ଉପଯୁକ୍ତ ସମୟ ରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ । ଆଉ ତା ସହିତ ତେଲ କୁ ଆପଣଙ୍କ ଲିଙ୍ଗ ର ସବୁ ପାର୍ଷ ରେ ଭଲସେ ଘଷି ଲଗାନ୍ତୁ । ଆପଣ ଏହା ପରେ ଦେଖିବେ କିଛି ମାତ୍ରାରେ ନିଶ୍ଚିତଭାବରେ ପ୍ରଭାବ ପଡିବ। ଆଉ ଔଷଧ ଖାଇବା ଦ୍ୱାରା ଏହାର ପ୍ରକ୍ରିୟା ଶୀଘ୍ର କମକରିବ । ବେଳେ ବେଳେ ବହୁତ ପିଲା ନିଜର ଲିଙ୍ଗ ଡାକ୍ତରଙ୍କୁ ଦେଖାନ୍ତି ନାହିଁ ଓ ବଡ କରିବାର ପ୍ରୟାସ କରନ୍ତିନି ଫଳରେ ତାଙ୍କର ବିବାହ ଜୀବନ ସୁଖମୟ ହୋଇ ପାରେ ନାହିଁ । ଡାକ୍ତର ଙ୍କୁ ଦେଖେଇ ଏହାର ପ୍ରତିକାର କରନ୍ତୁ ବାକି ବୈବାହିକ ଜୀବନ କୁ ସୁଖ ମୟ କରନ୍ତୁ ।

Leave a Reply

Your email address will not be published. Required fields are marked *