ଅମିଶା ପଟେଲେ ଙ୍କୁ ବଳତ୍କାର ଉଦ୍ୟମ । ଅମିଶା କହିଲେ ପୁରା କାହାଣୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଙ୍କ ର ଚାଞ୍ଚଲ୍ୟ କର ବୟାନ । ସେ କିପରି ଦୁଷ୍କର୍ମ ର ଶିକାର ହେବାରୁ ବଞ୍ଚିଥିଲେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ । ଯାଉଛୁ ଯେ କିପରି ଜଣେ ସାଧାରଣ ବଲିଉଡ଼ ଅଭିନେତ୍ରୀ ଏକ ଶୋଷଣ ର ସ୍ୱୀକାର ହୋଇ ଅଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା ଆଜିକାଲି ର ଆଧୁନିକ ଯୁଗ ରେ ଶୋଷଣ ଏକ ସାଧାରଣ କଥା ହୋଇଗଲାଣି ।

ଏକ ସର୍ଭେ ରୁ ଜଣା ପଡିଛି ଯେ ପ୍ରତି ୧ ମିନିଟ ରେ ୬ ଜଣ ସାଧାରଣ ନାରୀ ଶୋଷଣ ର ସିକାର ହୁଅନ୍ତି । ଯାହା ଫଳ ରେ ସେ ମାନଙ୍କ ମଧ୍ୟ ରୁ କିଛି ଆତ୍ମ ହତ୍ୟା କରିଦଉଥିବାର ଜଣା ପଡ଼ିଛି । କିନ୍ତୁ ଆପଣ ମାନେ କୁହନ୍ତୁ କଣ ଏହା ଠିକ । ଆପଣ ମାନେ ବିଚାର କରନ୍ତୁ । ତେବେ ଏହି ଘଟଣା ଟି ଜଣେ ବଲିଉଡ଼ ଅଭିନେତ୍ରୀ ର ବୋଲି ଏହା ଲୋକ ଲୋଚନ ଜୁ ଆସି ପାରିଲା ଓ ଏହାର ପ୍ରତିକାର କରାଗଲା । କିନ୍ତୁ ସାଧାରଣ କ୍ଷେତ୍ର ରେ ଏହାର କିଛି ଉପାୟ କରାଯାଇନଥାଏ । ତେବେ କଥା ଟା କିଛି ଏପରି କି ।

 

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ବିହାର କୁ ଏକ ନିର୍ବାଚନୀ ପ୍ରଚାର ରେ ଯାଇଥିଲେ । ସେ ଲୋକ ଜନଶକ୍ତି ପାର୍ଟି ର ନେତା ପ୍ରକାଶ ଚନ୍ଦ୍ରା ଙ୍କ ନିର୍ବାଚନୀ ପ୍ରଚାର ରେ ଯୋଗଦେବା ପାଇଁ ଯାଇଥିଲେ। କିନ୍ତୁ ପ୍ରକାଶ ଚନ୍ଦ୍ରଙ୍କ ର ଲୋକ ତାଙ୍କୁ ଧମକାଇବା ସହ ବ୍ଲାକ୍‌ମେଲ୍‌ କରିଥିବା ର ସେ ଏକ ଅଡିଓ ମଧ୍ୟମ ରେ କହିଛନ୍ତି ଯାହା ସମ୍ପୁର୍ଣ୍ଣ ଭାଇରଲ ହୋଇଛି । ଏହା ସହ ଅମୀଷାଙ୍କ ଟିମ୍‌କୁ ମଧ୍ୟ ସେମାନେ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଅମିଶା ପଟେଲ । ଯାହା ଫଳରେ ବିହାର ପୋଲିସ ତଥ୍ୟ ର ଅନୁସନ୍ଧାନ କରି ଆକ୍ସନ ନେଇଛନ୍ତି ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

ଧନ୍ୟବାଦ

Leave a Reply

Your email address will not be published. Required fields are marked *