ବୋହୁ ବେଶରେ କ୍ରିକେଟ ଖେଳି ଚର୍ଚା ରେ ଏହି ମହିଳା କ୍ରିକେଟ ର ଭାଇରଲ ହେଲା ଭିଡ଼ିଓ !

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇବୁ ଯେ । କିପରି ଜଣେ ମହିଳା କ୍ରିକେଟ ର ନିଜ କ୍ରିକେଟ ଫିଲଡ଼ ରେ ନିଜ କ୍ରିକେଟ ପୋଷାକ ବଦଳ ରେ ନିଜ ବୋହୁ ବେଶ ର ପୋଷାକ ପିନ୍ଧି କ୍ରିକେଟ ଖେଳିଲେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ହଁ ଆଜ୍ଞା କଥା ଟା ବିଶ୍ୱାସ କରି ହେଉ ନଥିଲେ ବି ସତ୍ୟ । କଥା ଟା କିଛି ଏ ପରିକି ବାଙ୍ଗଲା ଦେଶ ର କ୍ରିକେଟ ଖେଳାଳି ସଂଜୀଦା ଇସଲାମ । କିଛି ଏପରି ଢଙ୍ଗ ରେ କ୍ରିକେଟ ଖେଳି ବର୍ତ୍ତମାନ ଚର୍ଚ୍ଚା ର ପାତ୍ର ହୋଇ ପାରିଛନ୍ତି । ହଁ ଆଜ୍ଞା ସଂଜୀଦା ହେଉଛନ୍ତି ବାଙ୍ଗଲା ଦେଶ ମହିଳା କ୍ରିକେଟ ଟିମ ର ଜଣେ ହାର୍ଡ ହିଟର ବ୍ୟାଟ୍ସମ୍ୟାନ ତାଙ୍କ ର ଖେଳ ର ଚର୍ଚ୍ଚା ସବୁବେଳେ ରହି ଅଛି । ସେ ବହୁ ବାର ନିଜ ର ଭଲ ପ୍ରଦର୍ଶନ ପାଇଁ ଚର୍ଚ୍ଚା ର ପାତ୍ର ହୋଇ ପାରିଛନ୍ତି ।

 

ସେ ବହୁବାର ବାଙ୍ଗଲା ଦେଶ କୁ ବିଜୟ ର ଟୀକା ପିନ୍ଧାଇ ସାରିଛନ୍ତି ।କିନ୍ତୁ ବର୍ତ୍ତମାନ ର ଚର୍ଚ୍ଚା ର ବିଷୟ ହେଉଛି ତାଙ୍କ ର ଏହି ନୂତନ ରୂପ । ସେ ନିଜ ବାହାଘର ପୁର୍ବରୁ ନିଜ ବାହାଘର ବେଶ ରେ କ୍ରିକେଟ ଫିଲଡ଼ ଭିତର କୁ ଆସି ଥିଲେ ଫୋଟୋ ଉଠାଇବା ପାଇଁ ଓ ସେହି ସମୟ ରେ ସେ ଖେଳିଥିଲେ କ୍ରିକେଟ ଭଲ ଚଉକା ଛକା ମଧ୍ୟ ମାରିଥିଲେ । ଯାହା ର ଫୋଟୋ ଆଇସିସି ତରଫ ରୁ ସୋସିଆଲ ମିଡ଼ିଆ ରେ ଭାଇରଲ କରାଯାଇଛି । ଓ ଏଥି ପାଇଁ। ସେ ବହୁତ ପ୍ରଶଂସା ର ପାତ୍ର ମଧ୍ୟ ହୋଇଛନ୍ତି ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *