ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ହତ୍ୟା ର ହେଲା ଖୁଲାସା !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର ପୋର୍ଟାଲ ଆଜି ଆମେ କହିବାକୁ ଯାଉଛୁ ଯେ ସୁଶାନ୍ତ ସିଂ ଙ୍କ ହତ୍ୟା ର ଖୁଲାସା ବିଷୟରେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ଖବର ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪ ମାସ ହୋଇଗଲାଣି । ହେଲେ ଏହି ୪ ମାସ ରେ କେତେ ପ୍ରକାର ର ତଥ୍ୟ ଆସୁଛି । କେହି କେହି ଆମହତ୍ୟା କହୁଛି ତ କିଏ ଏହାକୁ ହତ୍ୟା କହୁଛି । ଏହାକୁ ନେଇ ସିବିଆଇ ତଦନ୍ତ ଚାଲିଥିବା ବେଳେ ମଧ୍ୟ ଏ ପର୍ଯନ୍ତ କୌଣସି ଖବର ସଠିକ ଆସିନାହିଁ । ବିହାର ନିର୍ବାଚନ ପ୍ରଚାର ବେଳେ ଭୋଜପୁର ସିଙ୍ଗର ବା ବିଜେପି ଏମ ପି ମନୋଜ ତିୱାରୀ ବି ସିଧା ସଳଖ କହିଥିଲେ କି ସୁଶାନ୍ତ ସିଂଙ୍କୁ କଂଗ୍ରେସ ହତ୍ୟା କରିଛି । ଏହାକୁ ନେଇ ବିହାର ନିର୍ବାଚନ ରେ ବିବାଦ ଦେଖା ଦେଇଥିବା ବେଳେ ଏବେ ବିଜେପିର ଅନ୍ୟ ଜଣେ ସାଂସଦ ନାରାୟଣ ରାଣେ ଯେଉଁ ବିବୃତ୍ତି ଦେଇଛନ୍ତି ତାହାକୁ ନେଇ ମହାରାଷ୍ଟ୍ର ରାଜନୀତି ତାତି ଚାଲିଛି । ନାରାୟଣ ରାଣେ କହିଛନ୍ତି ଯେ ‘ସୁଶାନ୍ତ ସିଂ ଆତ୍ମହତ୍ୟ କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ’ । ସେ ଖାଲି ଏତିକି କହିନାହାନ୍ତି ଦାବି ର ସହ କହିଛନ୍ତି କି ଯେତେବେଳେ ସୁଶାନ୍ତଙ୍କୁ ହତ୍ୟା ହେଲା ସେ ସମୟରେ ସୁଶାନ୍ତ ସିଂ ଙ୍କ କୋଠା ରେ ବା ଅପାର୍ଟ ମେଣ୍ଟ ରେ ମହାରାଷ୍ଟ୍ର ସରକାରର ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ । । ସେ ଖାଲି ଏହା କହିନାହାନ୍ତି । ସେ ଦାବି କରିଛନ୍ତି କି ମୋ ପାଖରେ ଏହାର ପ୍ରମାଣ ଅଛି ଯାହା ମୁ ସିବିଆଇ କୁ ହସ୍ତାନ୍ତର କରିବି ।

ଘଟଣା ଦିନ ରାତିରେ କିଛି ଲୋକ ସୁଶାନ୍ତ ରହୁଥିବା କୋଠା କୁ ଯାଇଥିଲେ । ସେମାନେ ସୁଶାନ୍ତଙ୍କୁ ଦିଶାଙ୍କ ହତ୍ୟା ବାବଦରେ ପଚରା ଉଚରା କଲେ । ଏହା ପରେ ଏହାକୁ ନେଇ ସୁଶାନ୍ତଙ୍କ ସହ ସେମାନଙ୍କର ବିବାଦ ହୋଇଥିଲା । ଏହି ବିବାଦ ଯେତେବେଳେ ଉଗ୍ରରୂପ ନେବାରୁ ସେମାନେ ସୁଶାନ୍ତଙ୍କୁ ସିଂ ଙ୍କୁ ହତ୍ୟା କରିଥିଲେ । ନାରାୟଣ ରନେ ଙ୍କ ର ଏହି ବୟାନ ପରେ ତାଙ୍କୁ ସିବିଆଇ ଅଫିସ ରେ ଦେଖା କରିବାକୁ ନିର୍ଦେଶ ଆସିଛି ।

Leave a Reply

Your email address will not be published. Required fields are marked *