ମାତ୍ର ୧୦ ଟଙ୍କା ରେ ବିରିୟାନି ବିକି ଗିରଫ ହେଲେ ଯୁବକ । ଜାଣନ୍ତୁ କେଉଁ ବିରିୟାନି ଆଉ କାହିଁକି ଏତେ ଶସ୍ତା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ । ଯାଉଛୁ ଯେ କିପରି ଜଣେ ଦୋକାନୀ ୧୦ ଟଙ୍କାରେ ବିରିୟାନି ବିକି ହୋଇଛନ୍ତି ଗିରଫ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ। ହଁ ଆଜ୍ଞା ତଥ୍ୟ ଟି ବିଶ୍ୱାସ ନ ହୋଇପାରିଥିଲେ ବି ସମୂର୍ଣ୍ଣ ସତ୍ୟ ଅଟେ । ଆମ୍ଭ ଭାରତ ରେ  ଆପଣ ମାନେ ଜାଣିଥିବେ । ଲୋକ ମାନେ ବିରିୟାନି ପ୍ରତି ତାଙ୍କ ର ବହୁତ ମାତ୍ର ରେ ଦୁର୍ବଳତା ରହି ଅଛି ।

 

 ସେଥିପାଇଁ ତ ଆପଣ ମାନେ କିଛି ଦିନ ପୂର୍ବରୁ ଶୁଣିଥିବେ କି ତେଲେଙ୍ଗାନା ରେ ଜଣେ ବିରିୟାନି ବ୍ୟବସାୟୀ ଲକଡାଉନ ପାଇଁ ବନ୍ଦ କରିଥିଲେ ଦୋକାନ ଯାହାକି ସବୁଠାରୁ ଭଲ ବିରିୟାନି ଦିଅନ୍ତି । ଯେତେବେଳ ସେ ନିଜ ଦୋକାନ ଲକଡାଉନ ପରେ ଖୋଲିଥିଲେ ତାଙ୍କ ଦୋକାନ ସେତେ ବେଳେ ତାଙ୍କ ଦୋକାନ ରୁ ଚିକେନ୍ ବିରିୟାନି ନେବା ପାଇଁ ୪ କି,ମି ଠାରୁ ଅଧିକ କିଲୋମିଟର ପର୍ଯ୍ୟନ୍ତ ଲାଇନ ଲାଗିଥିଲେ । ସେହିପରି ତାମିଲନାଡୁ ର ଆରୁଖ କୋଟାଇ ରେ ଜାହିର ହୁସେନ ନାମକ ଏକ ବ୍ୟକ୍ତି ଲକଡାଉନ ପରେ ଏକ ବିରିୟାନି ଦୋକାନ ଖୋଲିଥିଲେ ।

ସେ ତାଙ୍କ ଦୋକାନ ର ଅଦ୍ଭଟାଇଜ ମେଣ୍ଟ ପାଇଁ ୧୦ ଟଙ୍କାରେ ଫୁଲ ପ୍ଲେଟ ବିରିୟାନି ଦେବା ପାଇଁ   କହିଥିଲେ ଯାହା ଫଳରେ ତାଙ୍କ ଦୋକାନ ଆଗ ରେ ନାହିଁ ନଥିବା ଭିଡ଼ ଦେଖି ବାକୁ ମିଳିଥିଲା ।ଯାହା ଫଳ ରେ ତାମିଲ ନାଡୁ ପୋଲିସ ଆସି ଭିଡ଼ କମ କରିବାକୁ ଚେଷ୍ଟା କରିଥିଲେ ଭିଡ଼ କମ ନହେବା ରୁ ସେ ଦୋକାନ ମାଲିକ ଙ୍କୁ ସେଠାରୁ ବାନ୍ଧି ନେଇ ଯାଇଥିଲେ । ଯାହା ଫଳ ରେ ସେ କରିଥିବା ୨୫୦୦ ପ୍ଲେଟ ଚିକେନ୍ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ପୋଲିସ କର୍ମଚାରୀ ମାନେ ସେହି ଖାଦ୍ୟ କୁ ଗରିବ ଲୋକ ମାନଙ୍କ ମଧ୍ୟ ରେ ବାଣ୍ଟି ଦେଇଥିଲେ । 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *