ଆସିଲା କୌର୍ଟ ର ବଡ ରାୟ ବିଛେଦ ପରେ ସ୍ତ୍ରୀ ଦବ ଟଙ୍କା ସ୍ୱାମୀ କୁ ମାସକୁ ମାସ

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ସ୍ତ୍ରୀ ନିଜ ଵିଵାହ ବିଚ୍ଛେଦ ପରେ । ନିଜ ଅକର୍ମା ସ୍ୱାମୀ ର ଚଳିବା ପାଇଁ ଦଉଛନ୍ତି ଟଙ୍କା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା ଆପଣ ମାନେ ଜାଣି ଥିବେ ସ୍ୱାମୀ ଓ ସ୍ତ୍ରୀ ର ବିବାହ ବିଚ୍ଛେଦ ହେବା ପରେ ସ୍ବାମୀ ନିଜ ସ୍ତ୍ରୀ ର ଭରଣ ପୋଷଣ ପାଇଁ ଟଙ୍କା ଦେଇ ଥାଏ । 

ଯାହା ଫଳ ରେ ସ୍ତ୍ରୀ ନିଜ ର ବାକି ଜୀବନ ସରସ ସୁନ୍ଦର ଭାବେ ଅତି ବାହିତ କରି ପାରିବ । ଓ ନିଜ ଶେଷ ସମୟ ଖୁସି ରେ ରହି ପାରିବ କିନ୍ତୁ ଆପଣ ଶୁଣୁ ଥିବା କଥା ଟି ବିସ୍ୱାସ୍ ହୋଇ ନ ପାରୁଥିଲେ ବି ସତ୍ୟ  । କଥା ଟା ହେଉଛି ଏ ପରି କି ଉତ୍ତର ପ୍ରଦେଶ ର ଏକ ସ୍ଥାନ ମୁଜାଫର ନଗର ର ଜଣେ ବାସିନ୍ଦା କିଶୋରୀ ଲାଲ ଙ୍କ ସହ ଘଟିଛି କିଛି ଏପରି ଘଟଣା । ସେଠାକାର ମୁଜାଫର ନଗର ର ଏକ ଫ୍ୟାମିଲି କୋର୍ଟ ଶୁଣାଇଛି କିଛି ଏପରି ଐତିହାସିକ ରାୟ । ହଁ ଆଜ୍ଞା କଥା ଟା ହେଉଛି କିଶୋରୀ ଲାଲ ଆଜି କୁ ପ୍ରାୟ ୩୦ ବର୍ଷ ପୂର୍ବେ ମୁନି ଦେବି ଙ୍କୁ ବିବାହ କରିଥିଲେ । 

 

କିନ୍ତୁ ପରବର୍ତ୍ତୀ ସମୟ ରେ ତାଙ୍କର ଵିଵାହ ବିଚ୍ଛେଦ ହୋଇ ଯାଇଥିଲା ।କିନ୍ତୁ ପରବର୍ତ୍ତୀ ସମୟ ରେ ତାଙ୍କ ର ଚଳିବା  ଅସୁବିଧା ହେବା ରୁ ତାଙ୍କ ପତ୍ନୀ ଯିଏକି କାନପୁର ସ୍ତିତ ଏକ ଆର୍ମି ଅଫିସ ରେ ଚାକିରୀ କରୁଥିଲେ ସେ ବର୍ତ୍ତମାନ ଅବସର ନେଇ ଯାଇଛନ୍ତି ଓ ତାଙ୍କ ପେନସନ ବାବଦ କୁ ମିଳୁଥିବା ୧୨୦୦୦ ଟଙ୍କା ରୁ ତାଙ୍କ ସ୍ୱାମୀ କୁ ୨୦୦୦ ଟଙ୍କା ମାସିକ ଦେବାକୁ କୋର୍ଟ ରାୟ ଦେଇଛନ୍ତି ।କାରଣ ତାଙ୍କ ବୟସ ଅନ୍ତରାଲ ରେ କିଛି କାର୍ଯ୍ୟ କରିପାରୁନ ଥିବାରୁ କୋର୍ଟ ଏପରି ରାୟ ଦେଇଛନ୍ତି ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *