ଚାନକ୍ୟ ଙ୍କ ହିସାବରେ ଏହି ଭଳି ଝିଅ ପାଇଲେ ତୁରନ୍ତ କରନ୍ତୁ ବିବାହ

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ । ଯେ କିପରି ବାହାଘର ଭଳି ପବିତ୍ର ବନ୍ଧନ ରେ ବାନ୍ଧି ହେବା ପୂର୍ବରୁ । ଏହି ସବୁ ନିୟମ ପାଳନ କଲେ ଆପଣ ଙ୍କ ର ଜୀବନ ସୁଖ ସଂବୃଦ୍ଧି ରେ ଭରି ଯିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଆପଣଙ୍କ ଜୀବନ ସୁଖ ଦୁଃଖ ର ଭାଗୀ ଆପଣଙ୍କ ପତ୍ନୀ ଅଟନ୍ତି ।ସେ ଆପଣଙ୍କ ଅର୍ଦ୍ଧାଗିନୀ ଅଟନ୍ତି ।ସେ ଆପଣଙ୍କ ସମସ୍ତ ସୁଖ ଦୁଃଖ ଭଲ ମନ୍ଦ ରେ ଆପଣଙ୍କ ସହ ରହିଥାନ୍ତି ।ଆପଣଙ୍କ ତଥା ଆପଣଙ୍କ ପରିବାର ର ସବୁ ସୁଖ ଦୁଖ ରେ  ଭାଗିଦାରୀ ଅଟନ୍ତି ।ସେଥିପାଇଁ ତ ବହୁ କୁ ଘର  ର ଲଷ୍ମୀ କୁହାଯାଏ । ଯଦି ଘର ର ଲଷ୍ମୀ ଯଦି ଅଳଷ୍ମୀ ହୋଇଯାଏ । ତ ତେବେ ଆପଣଙ୍କ ଜୀବନ ସମ୍ପୂର୍ଣ ନଷ୍ଟ ହୋଇଯାଏ ।ଖାଲି ଆପନଙ୍କ ନୁହ ଆପଣଙ୍କ ପରିବାର ର ଲୋକ ମାନଙ୍କ ର ବି ଜୀବନ ନଷ୍ଟ ହୋଇଯାଏ ।

 

ସେଥିପାଇଁ ତ ବାହା ହବା ଆଗ ରୁ ଝିଅ ର ସମ୍ପୂର୍ଣ ବିବରଣୀ ମଗାଯାଏ ।ଜାତକ ମିଳାଯାଏ ।ପରିବାର ର ଲୋକ ମାନଙ୍କ ଆଲୋଚନା କରାଯାଏ। ତା ପରେ ବାହାଘର ହୋଇଥାଏ । ତା ପରେ ବି କଣ ଆପଣ ଜଣେ ଉତ୍ତମ ଚରିତ୍ର ଓ ଗୁଣ ର ଝିଅ ପାଇଥାନ୍ତି ।ନା ଆପଣ କେବଳ ମୁହଁର ଗୋରା ରଙ୍ଗ ଦେଖି ଆପଣ ବହାହୋଇ ପଡନ୍ତି ।କିନ୍ତୁ ସେ ସୋନ୍ଦର୍ଯ୍ୟ ପଛରେ ଥିବା କଳା ଚରିତ୍ର କୁ ଆପଣ ଭୁଲିଯାନ୍ତି । ଯାହା କି ଆପଣଙ୍କ ତଥା ଆପଣଙ୍କ ପରିବାର ଲୋକଙ୍କ ଜୀବନ ନଷ୍ଟ କରିଦିଅନ୍ତି  ।

ସେଥିପାଇଁ ତ ଚାଣକ୍ୟ ନୀତି ଅନୁସା ରେ  ବାହାଘର ଭଳି ସଂଗୀନ ଓ ସମସ୍ୟା ର ସମାଧାନ ଆପଣ ନିଯେ କରିବା ଦରକାର । ଓ ଜଣେ ଶାନ୍ତ ସରଳ ମନ ର ଝିଅ କୁ ବିବାହ କରିବା ନିହାନ୍ତି ଦରକାର ।ଜଣେ ସୁନ୍ଦର ଗୁଣ ନଥିବା ଝିଅ ଅପେକ୍ଷା ଜଣେ କାଳୀ ଗୁଣ ବତି ଝିଅ ସହ ବିଆବହ କରିବା ନିହାତି ଦରକାର ।କାରଣ ଝିଅ ମାନେ  ଘର ର ଲଷ୍ମୀ ଅଟନ୍ତି ।ଆପଣଙ୍କୁ ହିଁ ଘର ର ଲଷ୍ମୀ ଙ୍କୁ ବାଛିବାର ଅଛି ।ସେଥିପାଇଁ ତ ଆପଣଙ୍କ ଗୋଟେ ଡ଼ିସିସନ ଆପଣଙ୍କ ସମ୍ପୂର୍ଣ ଜୀବନ ଙ୍କୁ ଖୁସି ରେ ଭରି ଦିଏ ।

ସେଥିପାଇଁ ଆପଣ ଙ୍କୁ ବାହାଘର ପୁର୍ବରୁ ଝିଅ ର ଚରିତ୍ର ,ଗୁଣ  ଓ ଝିଅ ର ବିଷୟ ରେ ସମ୍ପୂର୍ଣ ବିବରଣୀ ଜାଣିସାରିବା ପରେ ହିଁ ଝିଅ ସହ ବିବାହ ପାଇଁ  ରାଜି ହୁଅନ୍ତୁ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *