ଧୋନି, ରାଇନା ଓ ଯୁବରାଜ ଖେଳିବେ ଏହି ବଡ ଟୁର୍ଣ୍ଣାମେଣ୍ଟ ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଚୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଏହି ଖବର ହେଲା ଧୋନି ଓ ରାଇନା ନଜର ଆସିବେ ଏହି ତୁର୍ଣ୍ଣାମେଣ୍ଟ ରେ ଆସନ୍ତୁ ଜାଣିବା କେଉଁ ଟୁର୍ଣ୍ଣାମେଂଟ ରେ ଭାଗ ନେବେ ଭାରତ ର ଏହି ଦୁଇ ଖେଳାଳି

ଧୋନି ଓ ରାଇନା ନାଁ ଆସିଲେ ପ୍ରଥମେ ଆସେ ବନ୍ଧୁତ୍ୟ ର ତାପରେ କ୍ରିକେଟ ଏହି ଦୁଇ ଖେଳାଳି ଏକ ନୂଆ ତୁର୍ଣ୍ଣାମେଣ୍ଟ ରେ ଖେଳିବାକୁ ଅଫର ଆସିଛି | ରାଇନା ଏ ବର୍ଷ ଆଇପିଏଲ ରେ ଦୁରେଇ ଯାଇଥିଲେ ମଧ୍ୟ ରାଇନା କ୍ରିକେଟ ରୁ ଦୁରେଇ ନାହାନ୍ତି ସେ ଆଗାମୀ ବର୍ଷ ଆଇପିଏଲ ରେ ଭାଗ ନେବେ ଧୋନି ମଧ୍ୟ ଆର ବର୍ଷ ଆଇପିଏଲ ଖେଳି ପାରନ୍ତି | ଯୁବରାଜ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ରେ ଖେଳିବେ… କିନ୍ତୁ ଆଉ ଏକ ଅଲଗା ଟୁର୍ଣ୍ଣାମେଣ୍ଟ…

ଅଷ୍ଟ୍ରେଲିଆ ର BBL ଆଇପିଏଲ ପରେ ଏ ଟୁର୍ଣ୍ଣାମେଣ୍ଟ ମଧ୍ୟ ବହୁତ ଲୋକ ପ୍ରିୟ | ଏହି ଟୁର୍ଣ୍ଣାମେଂଟ ରେ ଖେଳିବାକୁ ଧୋନି ,ଯୁବରାଜ ଓ ରାଇନା ଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ସ୍ୱାଗତ ଜଣେଇଛି | ଏହି ଟୁର୍ଣ୍ଣାମେଂଟ ଧୋନି ଓ ରାଇନା ଆର ବର୍ଷ BBL ରେ ଖେଳିବାର ନଜର ଆସିପାରନ୍ତି |

Leave a Reply

Your email address will not be published. Required fields are marked *