ମୋଦି କଲେ ବଡ଼ ଘୋଷଣା ଦେଶ ବାସୀ ହେଲେ ଚକିତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା ଙ୍କୁ ଉଦଵୋଧନ ଦେଇ ଲକଡାଉନ କୁ ଶେଷ ବିକଳ୍ପ ବୋଲି ମତ ବ୍ୟକ୍ତ କରିଛନ୍ତି ସେ ବିଷୟରେ ଆଲୋଚନା କରିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଦେଶ ରେ ତଥା ରାଜ୍ୟ ରେ ମଧ୍ୟ କରୋନା ର ଦୁତୀୟ ଲହର ଆରମ୍ଭ ହୋଇଗଲାଣି । ଏହା ଏତେ ପ୍ରଖର ମାତ୍ରା ରେ ନିଜର କାୟା ବିସ୍ତାର କରୁଛି ଏହାକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତିତ ।  ତେବେ କରୋନା ର ବର୍ଦ୍ଧିତ କେସ କୁ ଆଖି ଆଗରେ ରଖି ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଲେଣି । 

 

ଲୋକମାନେ ସତର୍କ ହେବାକୁ ନିର୍ଦେଶ ଦେବା ସହିତ ,ମାସ୍କ ଏବଂ ସାନିଟାଇଜର ବ୍ୟବହାର ଏବଂ ଦୂରତା ରକ୍ଷା କରିବା  ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଏହା ଛଡା ଆଜି ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ର ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ର ଜନତା ଙ୍କୁ ଉଦବୋଧନ ଦେଇ କହିଛନ୍ତି କି “ବର୍ତ୍ତମାନ ସମୟରେ ବ୍ୟାପୁଥିବା କରୋନା ର ଦୁତୀୟ ଲହର ଅତ୍ୟନ୍ତ ଭୟାନକ । 

 

ଏଥିରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ତଥା ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ସାନିଟାଇଜର ବ୍ୟବହାର ଛଡା ଅନ୍ୟ କୋୖଣସି ଉପାୟ ନାହିଁ । ଏହା ଛଡା ସମସ୍ତ ନିୟମକୁ ଯଦି କଡାକଡି ପାଳନ କରାଯାଏ ତେବେ ଲକଡାଉନ ହେବାର କୌଣସି ପ୍ରଶ୍ନ ଉଠିବ ନାହିଁ । କାରଣ ଆପଣ ମାନେ ଜାଣିଥିବେ ଲକଡାଉନ ଯୋଗୁଁ କେତେ ମାତ୍ରା ରେ ଧନଜୀବନ ନଷ୍ଟ ହେବା ସହ ଲୋକ ମାନେ ବହୁ ମାତ୍ର ରେ ହଇରାଣ ହରକତ ହୋଇଛନ୍ତି । ତେବେ ଲକଡାଉନ ଆମ୍ଭର ଶେଷ ବିକଳ୍ପ ।”ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *