ଗାଁ ଦାଣ୍ଡ ରେ ଶଶୁର ବୋହୁଙ୍କ କାଣ୍ଡ …ଭିଡ଼ିଓ ହେଲା ଭାଇରଲ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଶଶୁର ନିଜ ଗାଁ ଦାଣ୍ଡ ରେ ନିଜ ବୋହୁ ର ଚୁଟି ଘୋଷାଡି ଘୋଷାଡି ପିଟୁଛି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ବର୍ତ୍ତମାନ ସମୟରେ ସାରା ରାଜ୍ୟ ରେ ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଚହଳ ସୃଷ୍ଟି କରୁଛି ।

ଯେଉଁଥିରେ ଜଣେ ବୃଦ୍ଧ ଶଶୁର ନିଜ ବୋହୁ ର ଚୁଟି ଧରି ତାକୁ ମାଡି ମାଡିବାରେ ଲାଗୁଚି । ତେବେ ଏଭଳି ଅଭାଵନୀୟ କାଣ୍ଡ ଦେଖିବାକୁ ମିଳିଛି ବାଣପୁର ଥାନା ଅନ୍ତର୍ଗତ ଆନ୍ତରାକିଆରୀ ଗ୍ରାମ ରେ । ତେବେ ସୂଚନା ଅନୁସାରେ ବାହାଘର ପରେ ବହୁ କୁ ବହୁଳ ମାତ୍ରା ରେ ଶଶୁର ଘରେ ଅତ୍ୟାଚାର କରାଯାଉଥିଲା । ଯାହାର ପ୍ରତିବାଦ କରିବାରୁ ବହୁ କୁ ନିସ୍ତୁକ ମାଡ଼ ମରାଯାଉଥିଲା ।

ତେବେ ବୋହୁ ଜଣକ ଶଶୁର ଘର ଛାଡ଼ି ପଳାଇ ଆସିବା ସହିତ ହ୍ୟୁମାନ ରାଇଟ୍ସ ର କିଛି ମହିଳା ମାନଙ୍କ ସାହାଯ୍ୟ ନେଇ ପୁନର୍ବାର ଶଶୁର ଘରକୁ ଯାଇଥିଲେ । କିନ୍ତୁ ଶଶୁର ଘର ଭିତରକୁ ବୋହୁ କୁ ପୁରାଇ ଦେଉ ନଥିଲେ । ସେଥିପାଇଁ ବୋହୁ ଜୋର ଜବରଦସ୍ତି ପଶିବାକୁ ଚେଷ୍ଟା କରିବାରୁ ତାକୁ ମାଡ଼ ମାରିବାକୁ ମଧ୍ୟ ପଛାଇଲେ ନାହିଁ ଶଶୁର । ଜାହାକୁ ରେକର୍ଡ କରିଥିଲେ ଜଣେ ମହିଳା ଏବଂ ଯାହା ବର୍ତ୍ତମାନ ସମୟରେ ଓଡ଼ିଶାରେ ଚହଳ ସୃଷ୍ଟି କରିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *