ଘରର ଏହି ଜାଗା ରେ ଲୁଣ ରଖିବା ଦ୍ୱାରା ୨ ମାସ ଭିତରେ  ଗରିବ ବି ହୋଇଯାଏ ଧନୀ । ମିଳିଥାଏ ସବୁକିଛି ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଲୁଣ କୁ ନେଇ କହିବାକୁ ଯାଉଛି କିଛି ବାସ୍ତୁ ଶାସ୍ତ୍ର ବିଷୟରେ ଯାହାକୁ ବ୍ୟବହାର କରିବା ଦ୍ୱାରା ଗରିବ ହୋଇଥାଏ ଧନୀ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବାସ୍ତୁ ଶାସ୍ତ୍ର ରେ ଲୁଣ କୁ ବିଭିନ୍ନ ସ୍ଥାନ ରେ ଵ୍ୟଵହାର କରିବା ଦ୍ୱାରା ଭିନ୍ନ ଭିନ୍ନ ଫଳ ମିଳିଥାଏ ।ତେବେ ଆସନ୍ତୁ ଏହି ଲୁଣ ର ଉପକାରିତା ବିଷୟରେ ଜଣାଇବାକୁ ଯାଉଛି । 

 

ତେବେ ଯଦି ଘରେ ନକରାତ୍ମକ ଉର୍ଜା ର ପ୍ରଭାବ ଅଧିକ ହୋଇଥାଏ ଏହା ଛଡା ଯଦି ଘରେ ସବୁବେଳେ କଳି ଝଗଡା ଲାଗି ରହୁଥାଏ ତେବେ ଆପଣ ଲୁଣ କୁ ଘର ପୋଛିବା ପାଣି ରେ ପକାଇ ପୋଛିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ର ପ୍ରଭାବ କମିଥାଏ ଏବଂ ସକରାତ୍ମକ ଉର୍ଜା ର ପ୍ରସାର ହୋଇଥାଏ ।

 

ଯଦି ଘରେ ଧନ ର ଅଭାବ ଲାଗି ରହୁଥାଏ ତେବେ ଆପଣ ଲୁଣ କୁ ନେଇ ନିଜର ଘର ର ସବୁ କୋଣ ରେ ଏକ କାଚ ଡ଼ବା ରେ ପୁରାଇ ରଖି ଦିଅନ୍ତୁ । ଏହା ଛଡା ଆପଣ ଲୁଣ କୁ ନେଇ ଏକ ନାଲି କପଡା ରେ ବାନ୍ଧି ଘର ର ମୁଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ ଦେଖିବେ ସମସ୍ତ ନକରାତ୍ମକ ଉର୍ଜା ଶକ୍ତି ଶେଷ ହେବା ସହିତ ସକରାତ୍ମକ ଉର୍ଜା ର ସଂଚାର ହେବ । ଏବଂ ୨ ମାସ ଭିତରେ ଧନର ଅଭାବ ଧୀରେ ଧୀରେ ଦୂର ହେବ । ହଁ ଏହି ଲୁଣ କୁ ଆପଣ ପ୍ରତି ସପ୍ତାହ ରେ ପରିବର୍ତ୍ତନ କରିବେ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *