ସରକାର ଙ୍କ ବଡ଼ ଘୋଷଣା ବାତିଲ ହେଲା ଦଶମ ଦ୍ୱାଦଶ ପରୀକ୍ଷା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ସରକାର ଙ୍କ ଦ୍ଵାରା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ର ହେବାକୁ ଥିବା ପରୀକ୍ଷା ବାତିଲ ହୋଇଥିବାକୁ ନେଇ ସୂଚନା ଦେବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କରୋନା ର ବର୍ତ୍ତମାନ ଭାରତ ରେ ଏକ ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ଯାହାକୁ ନେଇ ସମସ୍ତ ରାଜ୍ୟ ର ରାଜ୍ୟ ସରକାର ମାନେ ଚିନ୍ତିତ ଏବଂ ବ୍ୟଥିତ ମଧ୍ୟ । ତେବେ ସେମାନଙ୍କ ମଧ୍ୟରୁ କେତେକ ରାଜ୍ୟ ତାଙ୍କ ନିଜ ରାଜ୍ୟ ରେ ଲକଡାଉନ ମଧ୍ୟ ଜାରି କରିସାରିଛନ୍ତି । ତେବେ କେତେକ ରାଜ୍ୟ ବିଶେଷ କରି ମହାରାଷ୍ଟ୍ର ,ଗୁଜୁରାଟ ଏବଂ ଦିଲ୍ଲୀ ର ସମସ୍ତ ବିଦ୍ୟାଳୟ କୁ ମେ ୨୮ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। 

 

ତେବେ ଏହି ବର୍ଦ୍ଧିତ କରନା କୁ ଦୃଷ୍ଟି ଆଗରେ ରଖି ମଧ୍ୟପ୍ରଦେଶ ସରକାର ରାଜ୍ୟ ର  ସମସ୍ତ ଦଶମ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କୁ ବାତିଲ କରିଛନ୍ତି । ତେବେ ଏହା ବର୍ତ୍ତମାନ ସମୟରେ ବାତିଲ ହୋଇଥିବା ବେଳେ କରୋନା ର ଏହି ଲହର କୁ ଆଖି ଆଗରେ ରଖି ଏହାର ବ୍ୟବସ୍ତା କରାଯିବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ

Leave a Reply

Your email address will not be published. Required fields are marked *