SBI ଆଣିଛି ନୂଆ ଧମାକେଦାର ସ୍କିମ, ଘରେ ବସି ପ୍ରତି ମାସରେ ପାଇ ପାରିବେ 10 ହଜାର ଟଙ୍କା, ଜଲ୍ଦି ଜାଣି ନିଅନ୍ତୁ ଏହାର ନିୟମ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ SBI ଆଣିଥିବା ନୂଆ ଧମାକ ଦାର ସ୍କିମ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏସବିଆଇର ଏନୟୁଟି ଡିପୋଜିଟ ସ୍କିମ ବିଷୟରେ କହିବାକୁ ଯାଉଛୁ । ଏସବିଆଇ ଏକ ଏନୟୁଟି ଡିପୋଜିଟ ଆକାଉଣ୍ଟ ଖୋଲିବା ପାଇଁ ଅପସନ ଦେଉଛି । ଏହି ଖାତା ଅନୁସାରେ ଗ୍ରାହକ ମାନଙ୍କୁ ଏକ ରାଶି ଜମା କରିବା ପରେ ସବୁ ମାସରେ ଏକ ଫିକ୍ସଡ ଆମାଉଣ୍ଟ ଦିଆଯିବ । ଏହି ସ୍କିମ ସେହି ଲୋକଙ୍କ ପାଇଁ ବହୁତ ଫାଇଦାଯୁକ୍ତ ହେବ ଯେଉଁ ମାନଙ୍କୁ ଅନ୍ୟ କୌଣସି କ୍ଷେତ୍ରରେ ଆୟର ବୃଦ୍ଧି ହେଉ ନାହିଁ ।

 

ଏସବିଆଇର ଏହି ସ୍କିମରେ ୩୬, ୬୦, ୮୪ ବା ୧୨୦ ମାସର ଅବଧି ପର୍ଯ୍ୟନ୍ତ ନିବେଶ କରାଯାଇପାରିବ । ଏହି ନିବେଶର ସୁଧ ସେତିକି ହେବ ଯେତିକି ବଛା ଯାଇଥିବା ଅବଧିର ଫିକ୍ସଡ ଡିପୋଜିଟ ପାଇଁ ଥିବ । ଯଦି ଆପଣ ପାଞ୍ଚ ବର୍ଷ ପାଇଁ ଫଣ୍ଡ ଜମା କରିବେ ତା ହେଲେ ଆପଣଙ୍କୁ କେବଳ ପାଞ୍ଚ ବର୍ଷର ଏଫଡିରେ ଲାଗୁ ହୋଇଥିବା ସୁଧ ମିଳିବ । ଯେକୌଣସି ଲୋକ ଏହି ସୁବିଧାର ଲାଭ ଉଠାଇ ପାରିବ ।

 

୧. ଏସିବିଆଇର ଏହି ଏନୟୁଟି ଡିପୋଜିଟ ସ୍କିମକୁ ନାବାଳକଙ୍କ ସମେତ ସମସ୍ତ ନିବାସୀଙ୍କ ଦ୍ଵାରା ଖୋଲାଯାଇପାରିବ ।

୨. ସ୍କିମ ଅନୁସାରେ ଆକାଉଣ୍ଟକୁ ଏସିବିଆଇର ଗୋଟେ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚକୁ ଟ୍ରାନ୍ସଫର କରିବାର ମଧ୍ୟ ସୁବିଧା ରହିଛି ।

୩. ଏସିବିଆଇ ଏନୟୁଟି ଡିପୋଜିଟ ସ୍କିମରେ କମ ସେ କମ ଆପଣ ୨୫ ହଜାର ଟଙ୍କା ଜମା କରିପାରିବେ ୨୫ ହଜାରରୁ କମ ହେବ ନାହିଁ ।

୪. ଏହି ସ୍କିମର କୌଣସି ଅଧିକତମ ଡିପୋଜିଟ ସ୍କିମ ଲିମିଟ ନାହିଁ ।

 

୫. ୬୦ ବର୍ଷ ବା ଉର୍ଦ୍ଧ ବର୍ଷ ଥିବା ନାଗରିକ ମାନଙ୍କୁ ୦.୫୦ ପ୍ରତିଶତ ଅଧିକ ସୁଧ ଦିଆଯିବ ।

୬. ଏସବିଆଇ ଷ୍ଟାଫ ଓ ତାଙ୍କ ଫ୍ୟାମିଲି ସଦସ୍ୟ ମାନଙ୍କୁ ସାଧାରଣ ସୁଧ ଠାରୁ ୧.୦୦ ପ୍ରତିଶତ ସୁଧ ଅଧିକ ଦିଆଯିବ ।

୭. ସ୍କିମରେ ସୁଧର ଭୁକ୍ତାନ ଯେଉଁ ଦିନ ଆକାଉଣ୍ଟ ଖୋଲାଯିବ ତାର ପର ମାସ ସେହି ତାରିଖ ଦିନ ଆରମ୍ଭ ହୋଇଯିବ ।

୮. କିଛି ବିଶେଷ ମାମଲାରେ ଏନୟୁଟିର ବେଲେନ୍ସ ଆମାଉଣ୍ଟର ୭୫ ପ୍ରତିଶତ ଲୋନ ପାଇଁ ନେଇ ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *