ମିଳିଲା PM-କିଷାନ ଯୋଜନା ର ଅଷ୍ଟମ କିସ୍ତି ଟଙ୍କା । ଆସନ୍ତୁ ଜାଣିବା ୨୦୨୧ ରେ କେବେ ଆସିବ ଏବଂ କିଭଳି ଆପଣ ପାଇବେ ଏହି ଟଙ୍କା …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ଯଦି କିଷାନ ଯୋଜନା ଟଙ୍କା ପାଇ ନାହାନ୍ତି କଣ କଲେ ଆପଣଙ୍କୁ କିଷାନ ଯୋଜନା ଟଙ୍କା ମିଲିବ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଗତ ଏପ୍ରିଲ ୧ ତାରିଖ ଦିନ କେନ୍ଦ୍ର ସରକାର ଦେଶ ର ୧୧ କୋଟି ଚାଷୀ ଙ୍କୁ କିଷାନ ଯୋଜନା ମାଧ୍ୟମରେ ଦୁଇ ହଜାର  ଟଙ୍କା ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ  ଏହି ଟଙ୍କା କେତେକ ଉପଯୁକ୍ତ ଚାଷୀ ମାନଙ୍କ ପାଖରେ ପହଞ୍ଚି ନାହିଁ । ତେବେ ଯେଉଁ ମାନେ ଜାଣି ନାହାନ୍ତି ସେମାନଙ୍କ  ର କଣ ଅସୁବିଧା ହୋଇଛି ଆସନ୍ତୁ ଜାଣିବା ସେ ବିଷୟରେ । 

 

ତେବେ ଆପଣ ସର୍ଵ ପ୍ରଥମେ pm-କିଷାନ ଯୋଜନା ର ୱେବ ସାଇଟ କୁ ଯାଇ ଏହା ଉପରେ ସର୍ଚ୍ଚ କରି ଆପଣ ଆପଣଙ୍କ ଆଧାର କାର୍ଡ ନମ୍ବର ଆପଣଙ୍କ ନାମ ଆଦି ସେଠାରେ ପୂର୍ଣ୍ଣ କରିବା ପରେ ଆପଣ ଯାହାବି ଅସୁବିଧା ହୋଇଥିବ ସେ ବିଷୟରେ  ଆପଣ ସେହିଠାରେ ଜାଣି ପାରିବେ। ଯଦି ଆପଣଙ୍କ ର ଜାଣି ପାରୁନାହାନ୍ତି ତେବେ ପାଖ ଜନ ସେବା କେନ୍ଦ୍ର ର ସାହାଯ୍ୟ ନେଇ ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ । 

 

Leave a Reply

Your email address will not be published. Required fields are marked *