ପ୍ରେମିକ ସହିତ ସ୍ତ୍ରୀ କରୁଥିଲେ ଖେଳ । ସ୍ୱାମୀ ପହଞ୍ଚିଗଲେ ଦୁଆର ମୁହଁରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପ୍ରେମିକ ସହିତ ସ୍ତ୍ରୀ  ଖେଳ କରୁଥିବା ସ୍ୱାମୀ ଆସି କବାଟ ବାଡେଇଥିଲେ ଏହା ପରେ ଯାହା ହୋଇଥିଲା ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହା ଏକ ଅତ୍ୟନ୍ତ ରୋମାଞ୍ଚକର ଭିଡ଼ିଓ ଥିଲା ଯାହା ବର୍ତ୍ତମାନ ସମୟରେ ଇଣ୍ଟରନେଟ ରେ ଭାଇରାଲ ହେବାରେ ଲାଗିଛି । ତେବେ ତଥ୍ୟ ଅନୁସାରେ ଜଣେ ଵିଵାହିତ ମହିଳା ନିଜ ସ୍ୱାମୀ ର ଅନୁପସ୍ଥିତି ରେ ତାଙ୍କ ବଏଫ୍ରେଣ୍ଡ କୁ ଡାକି ତା ସହ ସେକ୍ସ କରୁଥିବା ସମୟରେ ଉକ୍ତ ମହିଳା ଜଣକ ର ସ୍ୱାମୀ ପଳାଇ ଆସିଥିଲେ । 

 

ଯାହାକୁ ଦେଖି ତେବେ ମହିଳା ଙ୍କ ପ୍ରେମିକ ଜଣକ କିଛି ବାଟ ନପାଇ  ସେହି ପ୍ଲାଟ ର ତୃତୀୟ ମହଲା ରେ ଅବସ୍ଥିତ ତାଙ୍କ ଘର ର ବାଲକୋନି ଦେଇ ମହିଳା ଙ୍କ କପଡା କୁ ବାନ୍ଧି ଖସି ଯିବାକୁ ଚେଷ୍ଟା କରିଥିଲେ । ଏହା ପରେ ସେ ଉକ୍ତ କାର୍ଯ୍ୟ ରେ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ତଳେ ପହଁଚିବା ପରେ ମହିଳା ଙ୍କ ସ୍ୱାମୀ ତାଙ୍କୁ ଦେଖି ନେଵା ସହିତ ତାଙ୍କୁ ସେଠାରୁ ମାରି ବାକୁ ଦଉଡି ଯାଇଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ  ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *