ଝରା ଫୁଲ କେଶରେ ଆସିଲା ଫାଇନଲ ତଥ୍ୟ ଆସନ୍ତୁ ଜାଣିବା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଝରାଫୁଲ ହତ୍ୟାକାଣ୍ଡ କୁ ନେଇ ତଥ୍ୟ ଦେଇଥିବା ଯାଜପୁର S,P ରାହୁଲ ପିଆର ଙ୍କ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାନୁଆରୀ ୨୭ ରେ ଘଟିଥିବା ଝରାଫୁଲ ହତ୍ୟା କାଣ୍ଡ ବିଷୟରେ ଭଲ ଭାବେ ଜାଣି ଥିବେ । ତେବେ ଉକ୍ତ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଯାଜପୁର S,P ରାହୁଲ ପିଆର । ତେବେ ଯାଜପୁର ପୋଲିସ ମୃତ୍ୟୁ ଉପରୁ ଖୋଲିଛି ରହସ୍ୟ ଝରାଫୁଲ ମୃତ୍ୟ ଘଟଣା ଏକ ହତ୍ୟାକାଣ୍ଡ ଥିଲା । ତେବେ ରାକେଶ ର ଏକ ନୂଆ ସହଯୋଗୀ ଅମରେଶ ରାଉତ ଙ୍କୁ ଧରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାଜପୁର ପୋଲିସ । 

 

ତେବେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳ ରେ ଥିବା ଅମରେଶ । ଦୀର୍ଘ ଦୁଇ ମାସ ଧରି ଫେରାର ଥିଲା । ତେବେ ଯାଜପୁର ପୋଲିସ କୌଣସି ଏକ ସନ୍ଧାନ ପାଇଁ ଭୁବନେଶ୍ବର ନିକଟରୁ ଅମରେଶ କୁ କାବୁ କରିଥିଲେ । ତେବେ ଅମରେଶ OYO ରୁମ ବୁକ କରିବା ସହିତ ରାକେଶ ଏବଂ ଝରାଫୁଲ ଙ୍କ ସହିତ କିଛି ସମୟ ଉକ୍ତ ରୁମ ରେ ରହିଥିଲା । ତେବେ ଅମରେଶ କୁ ଧରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଯାଜପୁର ପୋଲିସ ସୂଚନା ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *