କାଶ୍ମୀର ରେ ସଭ୍ୟ ଅର୍ଚ୍ଚିତା । ହନିମୁନ କରିବାକୁ ଯାଇ ବରଫ ସହ କରୁଛନ୍ତି ମସ୍ତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ର ସୁପରଷ୍ଟାର ତଥା ଓଲିଉଡ ର ଚର୍ଚ୍ଚିତ ଯୋଡି ସଭ୍ୟଅର୍ଚିତା କିଭଳି ଭାବେ ନିଜର ହନିମୁନ ମନାଇବାକୁ କାଶ୍ମୀର ଯାଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଗତ ମାର୍ଚ୍ଚ ୧ ତାରିଖ ଦିନ ଉଭୟ ହିରୋ ଏବଂ ହିରୋଇନ ଙ୍କ ର ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ସମାପନ କାର୍ଯ୍ୟ ଶେଷ କରିଥିଲେ । ଯାହାକୁ ନେଇ ସାରା ଓଡିଶା ବାସୀ ଆଶ୍ଚଯ୍ୟ ର ସହିତ ଅନାଇ ବସିଥିଲେ ତାହା ସତ ହୋଇଥିଲା । ତେବେ ଏହା ପରେ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା ନିଜର ବହୁତ ଅନ୍ତରଙ୍ଗ ମୁହୂର୍ତ୍ତ ରାଜସ୍ଥାନ ରେ ବିତାଇବା ପରେ ଓଡିଶା କୁ ଫେରି ଥିଲେ । 

 

ତେବେ ଓଡିଶା ରେ ବିଭିନ୍ନ ସ୍ଥାନ ରୁ ନିଜ ଫ୍ୟାନ ମାନଙ୍କ ଠାରୁ ବହୁ ଭଲପାଇବା ପାଇଥିଲେ । ତେବେ ପରବର୍ତ୍ତୀ ମୁହୁର୍ତ୍ତ ରେ ଉଭୟ ଯୋଡି ନିଜର ଅନ୍ତରଙ୍ଗ ମୁହୁର୍ତ୍ତ କାଟିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନ ମଧ୍ୟ ଯାଇଥିଲେ । ଏହା ପରେ ବର୍ତ୍ତମାନ ଏହି ସୁନ୍ଦର ଯୋଡି ବର୍ତ୍ତମାନ ଭାରତ ର ସ୍ୱର୍ଗ କହୁଯାଉଥିବା କାଶ୍ମୀର କୁ ହନିମୁନ ମନାଇବାକୁ ଯାଇଛନ୍ତି । ଏହା ସହିତ ଦୁହେଁ ବରଫ ସହିତ ଖେଳିବା ସହ ବହୁ ମଜା ମସ୍ତି କରୁଥିବାର ଭିଡ଼ିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଛନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *