କରୋନା ର ଦୁତୀୟ ଲହରୀ ରେ ଜାଣି ରଖନ୍ତୁ ଏହାର ୮ ଟି ନୂଆ ଲକ୍ଷଣ ସମ୍ପର୍କରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏହି ଦ୍ଵିତୀୟ ଷ୍ଟ୍ରେନ କରୋନା ର ନୂଆ ଭୟଙ୍କର ରୁପ ଏବଂ ଲକ୍ଷଣ  ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ଦେଶ ରେ କରୋନା ର ନୂତନ ଷ୍ଟ୍ରେନ ଆସି ଯାଇଛି । ଯାହା ଅତ୍ୟନ୍ତ ଭୟଙ୍କର ଏବଂ କ୍ଷିପ୍ର । ଯାହା ତୀବ୍ର ଗତି ରେ ନିଜର କାୟା ବିସ୍ତାର କରିବାରେ ଲାଗିଛି।  ଯାହାକୁ ନେଇ ବୈଜ୍ଞାନିକ ମାନେ ଚିନ୍ତିତ ହେବା ସହିତ ଏହାର ସମସ୍ତ ନୂତନ ଲକ୍ଷଣ କୁ ବିଷୟରେ ଉଲ୍ଲେଖ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର ନୂତନ ଲକ୍ଷଣ ସମ୍ପର୍କରେ । 

 

(୧)ଦେହ ଅଵସ ଲାଗିବା ।

(୨)ଦେହ ହାତ ଅଳ୍ପ ଘୋଲା ବିନ୍ଧା ହେବା ।

(୩)ଦିନକୁ ୪-୫ ଥର ପତଳା ଝାଡା ହେବା ।

(୪)ଭୋକ ନହେବା ।

 

(୫)ସାମାନ୍ୟ କାଶ ଥଣ୍ଡା ହେବା।  

(୬)ଗଲା ଦରଜ ହେବା ,ନାକ ଚୁଣ୍ଟି ଧରିବା ।

(୭)ଚର୍ମ କୁଣ୍ଡାଇ ହେବା ସାମାନ୍ୟ ହଲଦିଆ କିମ୍ବା ନାଲି ପିଡ଼ିବା ।

(୮)ଛାତି ସାମାନ୍ୟ କଷ୍ଟ ହେବା । 

ଏହି ସବୁ ଲକ୍ଷଣ ଦେଖା ଦେଲେ ସଙ୍ଗେ ସଙ୍ଗେ କରୋନ ଟେଷ୍ଟ କରାଇ ଦିଅନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *