ଆମେରିକା ଦେଲା ଭାରତ କୁ ଯୁଦ୍ଧ ଚେତାବନୀ । ସତର୍କ ରହିବାକୁ ସୂଚନା ଦେଲା ଆମେରିକା … 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି ଆମେରିକା ଭାରତ କୁ ଯୁଦ୍ଧ ଚେତାବନୀ ଦେଇଛି ଏବଂ ଏହା ପଛରେ କେଉଁ କାରଣ ରହିଛି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ଆମେରିକା ଦ୍ୱାରା ପରିଚାଳିତ ହେଉଥିବା “ଗ୍ଲୋବାଲ ଟ୍ରେଣ୍ଡ ରିପୋର୍ଟ” ଅନୁସାରେ ଆମେରିକା ଉଭୟ ଭାରତ ଏବଂ ପାକିସ୍ତାନ କୁ ଆଗାମୀ ୫ ବର୍ଶ୍ଵ ଭିତରେ ହେବାକୁ ଥିବା ଯୁଦ୍ଧ କୁ ନେଇ ସତର୍କ କରାଇଛି । ତେବେ ଏହି ରିପୋର୍ଟ ଅନୁସାରେ ଯେଉଁଭଳି ଭାବେ ଆମେରିକା ଏବଂ ପାକିସ୍ତାନ ପରସ୍ପର ସହିତ ସୀମା ବିବାଦ କୁ ନେଇ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଛି ଆଗାମୀ ୫ ବର୍ଷ ଭିତରେ ସେମାନଙ୍କ ମଧ୍ୟରେ ନିଶ୍ଚିତ ଯୁଦ୍ଧ ହେବ ବୋଲି ଆମେରିକା କହିଛି ।

ଏହା ସହିତ ବର୍ତ୍ତମାନ ଆମେରିକା ତାଲିବାନ ସନ୍ତ୍ରାସ ବାଦୀ ମାନଙ୍କୁ ହଟାଇ ବାକୁ ଲାଗି ପଡିଥିବା ବେଳେ ସେମାନେ ଆଫଗାନିସ୍ତାନ ଛାଡି ପାକିସ୍ତାନ ର ଶରଣ ନେବେ । ଏବଂ ପାକିସ୍ତାନ ସେମାନଙ୍କୁ ଭାରତ କୁ ପଠାଇବ ଏହାବି ଏକ କାରଣ ହୋଇପାରେ ଯୁଦ୍ଧ ର ବୋଲି ଆମେରିକା କହିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *