୫ ତାରିଖରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାଜ୍ୟ ର ୧୦ ଟି ଜିଲ୍ଲାରେ ଘୋଷଣା କରାଗଲା ନାଇଟ କଫ୍ୟୁ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାଜ୍ୟ ସରକାର ୧୦ ଟି ଜିଲ୍ଲା ରେ ଘୋଷଣା କରିଥିବା ନାଇଟ କର୍ଫ୍ୟୁ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଗତ କିଛି ଦିନ ହେବ ଓଡିଶା ସୀମାନ୍ତ ଛତିଶଗଡ଼ ରେ ଦିନ କୁ ଦିନ କରୋନା କେସ ଦ୍ରୁତ ଗତି ରେ ବୃଦ୍ଧି ପାଇବାରେ ଲାଗିଛି ।ଏହାର ପ୍ରଭାବ ଓଡ଼ିଶା ରେ ଦିନ କୁ ଦିନ କରୋନା ର ନୂଆ ନୂଆ କେସ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟି ରେ ରଖି ଆମ୍ଭ ରାଜ୍ୟ ସରକାର ପଶ୍ଚିମବଙ୍ଗ ସୀମାନ୍ତ କୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲା  କୁ ନାଇଟ କର୍ଫ୍ୟୁ  ଜାରି କରିଛନ୍ତି । 

 

ତେବେ ଏହି ନାଇଟ କର୍ଫ୍ୟୁ ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ସମସ୍ତ ଜରୁରୀ କାଳୀନ ପରିସ୍ଥିତି ପାଇଁ ଖୋଲା ରହିବ । ତେବେ ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼ ,ବରଗଡ଼,ଝାରସୁଗୁଡା ,ବଲାଙ୍ଗୀର,କଳାହାଣ୍ଡି,ନବରଙ୍ଗପୁର, କୋରାପୁଟ ଏବଂ ନୂଆପଡା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *