ବଲିଉଡ଼ ସୁପରଷ୍ଟାର ପ୍ରିୟଙ୍କା ଚୋପ୍ରା ଙ୍କ ଚାଞ୍ଚଲ୍ୟ କର ବୟାନ।  ଫ୍ଲିମ ଡିରେକ୍ଟର କହିଲେ ତଳ ଜିନିଷ ଦେଖାଅ। 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ବଲିଉଡ ସୁପରଷ୍ଟାର ଙ୍କୁ ବଲିଉଡ ର ଜଣେ ଡିରେକ୍ଟର ଅଣ୍ଡର ୱେଆର ଦେଖାଇବାକୁ  କହିଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ବଲିଉଡ ତଥା ହଲିଉଡ଼ ର ବହୁ ଚର୍ଚ୍ଚିତ ହିରୋଇନ ପ୍ରିୟଙ୍କା ଚୋପ୍ରା ଙ୍କୁ ଜାଣିଥିବେ । ସେ ଜଣେ ମଧ୍ୟବିତ୍ତ ପରିବାର ରୁ ଆସି ସାରା ବିଶ୍ୱ ରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ସେ ହଲିଉଡ଼ ର ଏକ ଟିଭି ଚ୍ୟାନେଲ ରେ ଦେଇଥିବା ଏକ ମନ୍ତବ୍ୟ ବର୍ତ୍ତମାନ ସମୟରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । 

 

ତେବେ ବିଷୟ ଟି ଥିଲା କିଛି ଏଭଳି ଆପଣ ବି ଶୁଣିଲେ ବଲିଉଡ ପ୍ରତି ଏକ ଘୃଣା ଭାବ ଆସିଯିବ । ତେବେ ଘଟଣା ଟି କିଛି ଏପରି କି ସେ ଯେତେବେଳେ ପ୍ରଥମେ ପ୍ରଥମେ ବଲିଉଡ କୁ ଏଣ୍ଟ୍ରି କରୁଥିଲେ । ସେତେବେଳେ ସେ ଏକ ଫିଲ୍ମ କରିବା ପାଇଁ ଜଣେ ଡିରେକ୍ଟର ତାଙ୍କ ଘରକୁ ଡାକିବା ସହିତ ସେ ତାଙ୍କୁ ନାଚି ନାଚି ତାଙ୍କ ଅଣ୍ଡର ୱେଆର ଦେଖାଇବାକୁ କହିଥିଲେ । ଅବଶ୍ୟ ସେ ସମୟରେ ସେ ତାଙ୍କ କିଛି କହି ନଥିଲେ କିନ୍ତୁ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *