ବର୍ଷା ଏଥର ଆଣିଲେ ଭୟଙ୍କର ଅଭିଯୋଗ…. ଏଥର ଯିବ ପୁରା ଏମ୍ପି ପଦ…

 

ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ କାହିଁକି କଟକ ର ପୁରିଘାଟ ଥାନା ରେ ଅନୁଭବ ଙ୍କ ନାମ ରେ ପୁଣି ଏତାଲା ଦେଇଛନ୍ତି ବର୍ଷା ସେ ବିଷୟରେ କହିବାକୁ ଯାଉଛୁ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଜାଣିଥିବେ ଓଡ଼ିଆ ଫିଲ୍ମ ର ସୁପର ଷ୍ଟାର ତଥା କେନ୍ଦ୍ରାପଡା ଜିଲ୍ଲା ର ସାଂସଦ ଅନୁଭବ ମହାନ୍ତି ଙ୍କ ବିଷୟରେ । ତେବେ ସେ ପରବର୍ତ୍ତୀ ସମୟ ରେ ରାଜନୀତି ରେ ପାଦ ଦେବା ପରଠାରୁ । ସତେ ଯେମିତି ତାଙ୍କ ଉପ ରେ ସମସ୍ୟା ର ପାହାଡ଼ ମଧ୍ୟ ରେ ଛିଡି ପଡିଛି କି । ତେବେ ବର୍ତ୍ତମାନ ର ବହୁ ଚର୍ଚ୍ଚିତ ଅନୁଭବ ଏବଂ ତାଙ୍କ  ପତ୍ନୀ ବର୍ଷା ଙ୍କ ବିବାଦ ସମାଧାନ ହୋଇଥିଲା କିନ୍ତୁ ବର୍ତ୍ତମାନ ବିବାଡ ପୁଣି ଥରେ ଆରମ୍ଭ ହୋଇଥିବାର ଚର୍ଚ୍ଚା ଜୋର ଧରିଛି । 

 

ତେବେ ବର୍ତ୍ତମାନ ବର୍ଷା ଅନୁଭବ ଙ୍କ ଘରେ ରହୁଛନ୍ତି । ତେବେ ସେଠାରେ କାଳେ ଅଯଥା ରେ ତାଙ୍କ ରୁମ ର ବିଦ୍ୟୁତ କାଟି ଦେବା ସହ ତାଙ୍କ ରୁମ ରେ ଲାଗି ଥିବା ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର କୁ ଖୋଲି ନେଇ ଯାଇଛନ୍ତି । ଯାହା କୁ ନେଇ ସେ କଟକ ର ପୁରିଘାଟ ଥାନା ରେ ଅନୁଭବ ଏବଂ ତାଙ୍କ ପରିବାର ଙ୍କ ନାମ ରେ ଏକ ମାମଲା ରୁଜୁ କରିଛନ୍ତି। 

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *