ଘରେ ମଶା ହେଉଥିଲେ , ଜାଣିରଖନ୍ତୁ ଏହି ଗଛ ବିଷୟରେ ଯାହାକୁ ଘରେ ଲଗାଇଲେ ମଶା ହୁଅନ୍ତି   ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ଗଛ ମାନଙ୍କ ବିଷୟରେ ଯାହା ଆପଣଙ୍କ ଘରେ ମଶା ହେଉଥିଲେ ଏଥିରୁ ଉପଚାର ଦେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ବର୍ତ୍ତମାନ ସମୟରେ ମଶା ମାନଙ୍କ ଉତ୍ପାତ ବିଷୟରେ ଜାଣିଥିବେ । 

 

ତେବେ ଏହି ମଶା ମାନଙ୍କ ଦ୍ୱାରା କେତେ ରୋଗ ହେବା ସହିତ ଏହା ରାତିରେ ଭଲରେ ସୋଇ ଦିଅନ୍ତି ନାହିଁ । ତେବେ ଆମ୍ଭେ ମାନେ ଏହି ମଶା ମାନଙ୍କ ଠାରୁ ବଞ୍ଚି ତଥା ଭଲରେ ରହିବା ପାଇଁ କେତେ କଣ କାର୍ଯ୍ୟକ୍ରମ କରନ୍ତି । ତେବେ ଆମ୍ଭେ ମସାଧୁପ ଲଗାଇବା ସହିତ ମସାରି ମଧ୍ୟରେ ଭାରି ଗରମ କୁ ସହି ଏହା ମଧ୍ୟରେ ସୋଇଥାନ୍ତି । ଆହୁରି ମଧ୍ୟ ଆମ୍ଭେ ମାନେ ଏହି ମଶା ମାନଙ୍କ ଉପଦ୍ରବ୍ୟ ରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରୁଥିବା ମଶା ଧୂପ କେତେ ମାରତ୍ମକ ଜାଣି ମଧ୍ୟ ଆମ୍ଭେ ମାନେ ତାହାକୁ ବ୍ୟବହାର କରିଥାଉ । 

 

ତେବେ ବର୍ତ୍ତମାନ ସମୟରେ ଆମ୍ଭେ ଆପଣ ମାନଙ୍କୁ କିଭଳି ପ୍ରାକୃତିକ ଉପାୟ ରେ ମଶା ମାନେ ଆପଣ ମାନଂକ ଠାରୁ ଦୂରରେ ରହିବେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଘରେ ଗେଣ୍ଡୁ ଗଛ , ତୁଳସୀ ଗଛ , ଲେମନ ଗ୍ରାସ ଏବଂ ଲାଭେଣ୍ଡର ଆଦି ଗଛ ଲଗାଇବା ଦ୍ୱାରା ଆପଣଙ୍କ ଘରେ ମାଶା ମାନଙ୍କ ପ୍ରବେଶ ହୋଇ ନଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *