ସବୁଦିନ ସକାଳୁ ଉଠି କହିଦିଅନ୍ତୁ ଏହି ୩ ଟି ଶବ୍ଦ । ଦୂର ହେବ ସବୁ ସମସ୍ୟା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି ତିନିଟି ମନ୍ତ୍ର ବିଷୟରେ ଯାହାକୁ ପ୍ରତିଦିନ ସକାଳୁ ଉଠି  ଜପ କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ ଘରେ ସୁଖ ସ୍ମବୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଜାଣିଥିବେ ମାନେ ଦେବ ଦେବ ମହାଦେବ ହେଉଛନ୍ତି ଅଳ୍ପ ରେ ସନ୍ତୋଷ ଲାଭ କରନ୍ତି । ସେଥିପାଇଁ ତାଙ୍କର ନାମ ହେଉଛି ଆଶୁତୋଷ । ତେବେ ଆଶୁତୋଷ ଶିବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ଅଛି । ତେବେ ସେଗୁଡିକ ହେଲା ଜପ ,ତପ କିମ୍ବା ଗରିବ ଙ୍କୁ ଦାନ ଆଦି କରିବା ଦ୍ୱାରା ଶିବ ସନ୍ତୁଷ୍ଟ ହୋଇଥାନ୍ତି । ତେବେ ସେଥି ମଧ୍ୟରୁ ଗୋଟିଏ ସହଜ ଏବଂ ସରଳ ଉପାୟ ହେଲା ଜପ । 

 

ତେବେ ଆପଣ ଯଦି ପ୍ରତ୍ୟକ ଦିନ ସକାଳୁ ଉଠି  ଧ୍ୟାନ ରେ ବସି ୨୭ ଥର ‘ଓଁ’ କିମ୍ବା ‘ଓଁ ନମଃ ଶିବାୟ’ ମନ୍ତ୍ର କିମ୍ବା ୯ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କରନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲିଯାଇ ଥାଏ । ପ୍ରତ୍ୟକ ଦିନ ଏହା କରିବା ଦ୍ୱାରା ଆପଣ ଲକ୍ଷ କରିବେ ଆପଣଙ୍କ ଶରୀର ରେ ଏକ ନୂତନ ପିଜିତିଭ ଉର୍ଜା ର ସଂଚାର ହେଉଛି ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *