କଲେଜ ଝିଅ ସାଙ୍ଗ ରୁମ ରେ ଏମିତି କଲେ ସମସ୍ତେ ମିଶି । ଆପଣ ଦେଖିଲେ ମୁଣ୍ଡ ତଳକୁ ହେଇଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ କଲେଜ ଛାତ୍ରୀ ମାନେ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯେଉଁଠି ପାଇଁ ସେ କଲେଜ ରେ ଆଉ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି  ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବିଦ୍ୟାଳୟ ହେଉ କିମ୍ବା କଲେଜ ହେଉଛି ଏକ ବିଦ୍ୟାର ଭଣ୍ଡାର । ପିଲା ମାନେ ସେଠାକୁ ଯାଆନ୍ତି ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ ଯାଆନ୍ତି । କିନ୍ତୁ ଆହୁରି ଅନେକ ପିଲା ଅଛନ୍ତି ଯେଉଁମାନେ କଲେଜ ଯାଆନ୍ତି ବିଦ୍ୟା କୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟ କରିବା ପାଇଁ । ତେବେ ଏହା ଖାଲି ପୁଅ ପିଲା ମାନଙ୍କ ପାଇଁ ନୁହେଁ ଝିଅ ପିଲା ମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । 

 

ଯେଉଁଥିରେ ଝିଅ ମାନେ କଲେଜ ଯାଇ ସେଠାରେ ସେମାନେ କ୍ଲାସ କରିବା ବଦଳରେ ମଦ ପିଇବାରେ ବ୍ୟସ୍ତ ହୋଇଛନ୍ତି । ଆଉ ମଧ୍ୟ ବିଅର ବୋତଲ କୁ ଧରି ପୁରା ମଦୁଆ ଙ୍କ ଭଳି ମଧ୍ୟ ଆକ୍ଟିଙ୍ଗ କରିବାକୁ ପଛାଉ ନାହାନ୍ତି। ତେବେ ଘଟଣା ଟି ଓଡ଼ିଶାର ବାଲେଶ୍ଵର ଜିଲ୍ଲା ର କୌଣସି ଏକ ସରକାରୀ କଲେଜ ର ଦୃଶ୍ୟ ବୋଲି ଯାହା ସୂଚନା ମିଳୁଛି । 

 

ତେବେ ଏହି ମଧ ପିଇବା ଭିଡ଼ିଓ କୁ  ସେମାନଙ୍କ ମଧ୍ୟରୁ ଜଣେ କେହି ଶୁଟିଂ କରିବା ସହ ଏହାକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରାଇଛି । ଝିଅ ମାନେ ମଦ ପିଇବା ଖରାପ କଥା ନୁହେଁ କଲେଜ ଯିବା ସମୟରେ ପିଇବା ହେଲା ବହୁତ ଖରାପ   କଥା । 

ତେବେ ଏହା ଠିକ କି ଭୁଲ ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *