ଆସନ୍ତୁ ଜାଣିବା ଶିବରାତ୍ରି କିଭଳି ଭାବେ ପାଳିଲେ ଅନୁଭବ ମହାନ୍ତି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଅନୁଭବ ମହାନ୍ତି ମହା ଶିବରାତ୍ରି କୁ ଘରେ ପାଳନ କରିଛନ୍ତି ସେ ସମ୍ପର୍କରେ  କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓଲିଉଡ ସୁପରଷ୍ଟାର ତଥା ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ର ସାଂସଦ ମଧ୍ୟ । ତେବେ ଆପଣ ମାନେ ବିଗତ ଦିନ ରେ ବର୍ଷା ଏବଂ ଅନୁଭବ ଙ୍କ ଭିତରେ ଚାଲିଥିବା କନ୍ଦଳ ସମ୍ପର୍କରେ ସାରା ଓଡିଶା ବାସୀ ଙ୍କୁ ଉଣା ଅଧିକେ ଜଣା । ତେବେ ବର୍ତ୍ତମାନ ସମୟରେ ସେ ଜାଗର ଦିନ ଦେବ ଦେବ ମହାଦେବ ଙ୍କ ଆରଧନା କରିଛନ୍ତି । 

 

ଯେଉଁଥିରେ ସେ ଘରେ ବ୍ରାହ୍ମଣ ଡାକି ଘରେ ଶିବ ଲିଙ୍ଗ ପ୍ରତିଷ୍ଠା କରି ଶିବ ଙ୍କୁ ଘିଅ ଦୀପ ଆଦି ଦେଇ ପୂଜା କରିଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଅନୁଭବ କେନ୍ଦ୍ରାପଡା ବାସୀ ଙ୍କ ର ସମସ୍ତ ମଙ୍ଗଳ କାମନା କରିବା ସହ ତାଙ୍କ କାର୍ଯ୍ୟକ୍ରମ ରେ ଯେପରି କିଛି ବାଧା ବିଘ୍ନ ନ ଆସୁ ସେଥିପାଇଁ କାମନା କରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *