ସ୍ତ୍ରୀ ସ୍ୱାମୀ ଗୋଟିଏ ଥାଳି ରେ ଖାଉଛନ୍ତି କି । ତାହେଲେ ଜାଣିରଖନ୍ତୁ ହୋଇ ପାରେ ଏହି ସବୁ ଅସୁବିଧା …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭୀଷ୍ମ ପିତାମହ ଙ୍କ କହିବା ଅନୁସାରେ ସ୍ତ୍ରୀ ସ୍ୱାମୀ କାହିଁକି ଏକାଆ ସଙ୍ଗରେ ଗୋଟେ ଥାଳି ରେ ଖାଇବା ଉଚିତ ନୁହେଁ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଜାଣିଥିବେ ମହାଭାରତ ରେ ସବୁଠାରୁ ଜ୍ଞାନି ଗୁଣି ଯାହାଙ୍କୁ ଉଭୟ କୌରବ ଏବଂ ପାଣ୍ଡବ ମାନନ୍ତି ସେ ହେଉଛନ୍ତି ଭୀଷ୍ମ । ତେବେ ଭୀଷ୍ମ ପିତାମହ ଙ୍କ କହିବା ଅନୁସାରେ । ଘରେ ଭାଇ ଭଉଣୀ ସମସ୍ତ ଏକ ଥାଳି ରେ ଏକ ସଙ୍ଗରେ ବସି ଖାଇବା ଭଲ । ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ଭଲପାଇବା ବଢ଼ିଥାଏ । ସେହିଭଳି କେବେହେଲେ ବି ସ୍ୱାମୀ ସ୍ତ୍ରୀ ଏକା ସଙ୍ଗରେ ବସି ଖାଇବା ଉଚିତ ନୁହ୍ନେ । 

 

ଏହାର କାରଣ ଯେତେବେଳେ ପଞ୍ଚୁ ପାଣ୍ଡବ ସାଙ୍ଗ ହୋଇ ଦୌପଦି ଙ୍କୁ ବିବାହ କରିଥିଲେ । ଯଦି ସେମାନେ ଏକା ସଙ୍ଗରେ ଗୋଟେ ଥାଳି ରେ ଭୋଜନ କରନ୍ତି ତେବେ ତାଙ୍କର ସତୀତ୍ୱ ଉପରେ ଆଞ୍ଚ ଆସିବ ସେଥିପାଇଁ ଭୀଷ୍ମ ଏଭଳି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ସ୍ୱାମୀ ଖାଇ ସାରିବା ପରେ ସ୍ତ୍ରୀ ଯଦି ସେହି ଥାଳି ରେ ଖାଇବ ତେବେ ସ୍ଵାମୀ ଏବଂ ସ୍ତ୍ରୀ ଉଭୟ ଙ୍କ ଉନ୍ନତି ହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *