କଳିଯୁଗ ରେ ଘଟିଲା ଅଭୂତ ଘଟଣା । ୧୩୯ ବର୍ଷ ର ପୁରୁଣା ଘର ରାସ୍ତା ରେ ଚାଲିଲା । ଭାଇରାଲ ହେଲା ଭିଡ଼ିଓ, ନ ଜାଣିଲେ ବିଶ୍ୱାସ କରି ପାରିବେ ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କଳିଯୁଗ ରେ ଘଟିଥିବା ଅଭୂତ ଘଟଣା ବିଷୟରେ ଯେଉଁଥିରେ ଏକ ୧୩୯  ବର୍ଷ ର ଘର ଚାଲିଥିଲା ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଘଟଣା ଟି ଅବିଶ୍ୱାସ ଲାଗୁଥିଲେ ବି ସତ୍ୟ । ତେବେ ଏହି ଘଟଣା ଟି ଆମେରିକାର ସାନ ଫାନ୍ସିକୋ ରେ ଦେଖିବାକୁ ମିଳିଛି । ତେବେ ଏଠାରେ ଏକ ୧୩୯ ବର୍ଷ ର ଘର ରାସ୍ତା ରେ ଚାଲିଲା । ତେବେ ଘଟଣା ଟି ଏପରି ଥିଲା କି ଏହି ୨ ମହଲା ବିଶିଷ୍ଟ ଘର ଟି ବୋହୁ ପୁରୁଣା ହୋଇ ଯିବାରୁ ପାଖ ପଡୋଶୀ ମାନଙ୍କ ପାଇଁ ବିପଦ ସାଜିଥିଲା । ସେଥିପାଇଁ ସ୍ଥାନୀୟ ପ୍ରଶାସନ ଏହି ଘରକୁ ଏହି ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । 

 

ତେବେ ଏଥିପାଇଁ ଘରକୁ ଏକ ହାଉସ ଲିପଟିଙ୍ଗ ପ୍ରଣାଳୀ ରେ ଉଠାଇ ଏଥିରେ ଚକା ଲଗାଇ ଏକ ବଡ଼ ଗାଡି ସାହାଯ୍ୟ ରେ ଏକ ସ୍ଥାନ ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର ଦୃଶ୍ୟ କୁ ସ୍ଥାନୀୟ ବାସିନ୍ଦା ଫୋନ ରେ ରେକଡ଼ିଂ କରି ସୋସିଆଲ ମିଡ଼ିଆ ରେ ଛାଡିଛନ୍ତି । ଯାହା ବର୍ତ୍ତମାନ ସମୟରେ ବହୁ ଜୋର ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *