ସାରା ଓଡ଼ିଶାରେ ଭାଇରାଲ ହେଲା ଓଡ଼ିଆ ଝିଅର ଭିଡ଼ିଓ । ଶିମିଳିପାଳ ରେ ଲାଗିଥିବା ନିଆଁ କୁ ନେଇ ପ୍ରଶ୍ନ । ଭିଡ଼ିଓ ଦେଖି ସରକାର ଙ୍କ ଉଡିଲା ହୋସ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ସାରା ଓଡ଼ିଶାର ଶିମିଳିପାଳ ରେ ଲାଗିଥିବା ନିଆଁ ର ପ୍ରଭାଵ ଏବଂ ଏହାକୁ କିପରି ଆୟତ୍ତ କରିହେବ ସେ ବିଷୟରେ କହି ସୋସିଆଲ ମିଡ଼ିଆ ରେ ଭାଇରାଲ କରିଥିବା ଜଣେ ଝିଅ ଙ୍କ ବିଷୟରେ ।

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ଶିମିଳିପାଳ ଦୀର୍ଘ ୧୦-୧୫ ଦିନ ହେବ ନିଆଁ ବଢ଼ିବାରେ ଲାଗିଛି । ତେବେ ଏହା ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି । ତେବେ ବର୍ତ୍ତମାନ ଆମ୍ଭ ବାୟୁମଣ୍ଡଳ ରେ ମାତ୍ର ୨୧% ଅମ୍ଳଜାନ ରହିଥିବା ବେଳେ ଯାହା ଯଦି ଏହିଭଳି ଭାବେ ନାଆଁ ଲାଗେ ତେବେ ଏହା ର ମାତ୍ରା କମିବାରେ ଲାଗିବ । 

 

ତେବେ ଯଦି ଖରା ଦିନ ଆରମ୍ଭରୁ ନିଆଁ ଏଭଳି ପ୍ରଭାବ ଦେଖାଇବ ତେବେ ଖରା ଦିନ ଶେଷ ହେଉ ହେଉ ସାରା ଓଡ଼ିଶାର ଅଧା ଜଙ୍ଗଲ ନଷ୍ଟ ହୋଇଯିବ । ତେବେ ଦୁତୀୟ ରେ ସେ କହିଛନ୍ତି ଆମାଜନ ଭଳି ଜଙ୍ଗଲ ରେ ଲାଗିଥିବା ନିଆଁ କୁ ଲିଭାଇ ଦିଆଗଲା । ତେବେ ଶିମିଳିପାଳ ରେ କାହିଁକି ନିଆଁ  ଲିଭା ଯାଇ ପାରୁନାହିଁ । ତେବେ ସରକାର ଏହା ପ୍ରତି କାହିଁକି କୌଣସି ବଡ଼ ପଦକ୍ଷେପ ନେଉ ନାହାନ୍ତି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *