ପାଟି ଦୁର୍ଗନ୍ଧ ଦୂର କରିବାର ସହଜ ଏବଂ ଘରୋଇ ଉପାୟ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ପାଟି ଦୁର୍ଗନ୍ଧ ଦୂର ଜରିବାର ସହଜ ଏବଂ ସରଳ ଉପାୟ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ପାଟି ଦୁର୍ଗନ୍ଧ ବୋହୁ ଲୋକ ମାନ ଙ୍କ ପାଖରେ ଦେଖା ଯାଇଥାଏ । କେତେକ ଏଥିରୁ ମୁକ୍ତି ପାଇବା ପାଇଁ କେତେ କଣ ଚେର ମୁଳି ଠାରୁ ଆରମ୍ଭ କରି କେତେ କଣ ମେଡ଼ିସିନ ଖାଇ ଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ସହଜ ଏବଂ ସରଳ ଉପାୟ । ତେବେ ଏହି ରୋଗ ସାଧାରଣତଃ ଏକ ବ୍ୟାକ୍ଟେରିଆ ଜନିତ ରୋଗ ଅଟେ । 

 

ଏହା ମୁହଁ ରେ ଏକ ଲାଳ କିମ୍ବା ମୁହଁ ଶୁଖିଲା ପଡିବା କିମ୍ବା ଭଲରେ ବ୍ରସ ନକରିବା କିମ୍ବା ଦାନ୍ତ ର କୌଣସି ସ୍ଥାନରେ କଣ ଲାଗି ଗଲେ । ଏହି ବ୍ୟାକ୍ଟେରିଆ ଦ୍ୱାରା ଦୁର୍ଗନ୍ଧ ବାହାରି ଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏକ ବ୍ରସ ରଖନ୍ତୁ ପ୍ରତି ଖାଇ ସାରିବା ପରେ ଥରେ ବ୍ରସ କରିବେ । କିମ୍ବା ଖାଇ ସାରିବା ପରେ ଦହି ଖାଆନ୍ତୁ କିମ୍ବା ଗ୍ରୀନ ଟି ପିଅନ୍ତୁ । କିମ୍ବା ପାଣି ପ୍ରଚୁର ମାତ୍ରା ରେ ପିଅନ୍ତୁ । ଏହି ରୋଗ ରୁ ମୁକ୍ତି ପାଇ ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *