ଦେଖନ୍ତୁ ମହାନଦୀ କୂଳରେ କଲେଜ ଛାତ୍ରୀ ଙ୍କ କାରନାମା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆଜିକାଲି ର ଯୁବ ପିଢ଼ି ମାନେ ମଦ ପିଇ ମାତାଲ ହେଉଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ ଜଣାଇ ଦେବାକୁ ଯାଉଛିm ଯେ ବର୍ତ୍ତମାନ ସମୟରେ ଯୁବ ପିଢ଼ି ମାନେ ପାଠ ଅପେକ୍ଷା ମଦ ମାଂସ ଝିଅ ଆଦି ସବୁ ସୌଖୀନ  କାର୍ଯ୍ୟ କରିବା ପାଇଁ ପସନ୍ଦ କରୁଛନ୍ତି । ସେଥିପାଇଁ ତ ଏହି ଅଭଦ୍ର ପିଲା ମାନେ କେବଳ ପାଠ ପଢିବା ବାହାନା କରି ଘରୁ ଚାଲି ଆସୁଛନ୍ତି କିନ୍ତୁ ଯେକୌଣସି ଝିଅ ସହ ମଦ ପିଇ ଦିନ ଉପଭୋଗ କରୁଛନ୍ତି । 

 

ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ମହାନଦୀ କୂଳରେ ଥିବା ରାଉତରାପୁର ଅଞ୍ଚଳ ରେ ଥିବା ଚମ୍ପଦେଇ ମନ୍ଦିର କୂଳରେ ଏମାନେ ବସିଥିଲେ ୭-୮ ଛାତ୍ର ଛାତ୍ରୀ ମାନେ ଏଠାରେ ବସି ବିଅର ମଦ କୁ ଗୋଟେ ପେଟି ରେ ପେଟିଏ ଆଣି ନଦୀ ରେ ଗୋଡ଼ ବୁଡାଇ ବସି ମଦ ପିଉଛନ୍ତି । ଯାହାକୁ ଜଣେ ସମ୍ବାଦିକ କ୍ୟାମାରା ରେ କଏଦ କରିଛନ୍ତି । ତେବେ ଏହା ଦେଖିଲା ପରେ ମଦ ପିଇ ଯଦି କିଛି ହୋଇଯାଏ ତେବେ ଏହାର ଦୋଷ ସିଧାସଳଖ ସରକାର ଙ୍କୁ ଦେବାକୁ ବାପ ମା ମାନେ ପଚାଇବେ ନାହିଁ। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *