ଦେଖନ୍ତୁ ଭିଡ଼ିଓ : ହୋଟେଲ ଭିତରେ ପ୍ରେମିକ ସହ ରାସଲୀଳା କରୁଥିଲା ସ୍ତ୍ରୀ । ଠିକ ସମୟ ରେ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ହୋଟେଲ ଭିତରେ ନିଜ ପ୍ରେମିକ ସହ ଖେଳ କରି ସ୍ତ୍ରୀ ନିଜ ସ୍ୱାମୀ ଙ୍କ ହାତରେ ଧରା ପଡିଲେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ  ଏଭଳି ଘଟଣା ଦେଖିବାକୁ ମିଳିଛି ଆହମ୍ମଦବାଦ ର ଦେବଳିଆଶ୍ରେୟଃ ଅଞ୍ଚଳ ରେ । ତେବେ ଜ୍ୟୋତି ଏବଂ ପ୍ରେମ ପରସ୍ପର କୁ ବିବାହ କରିଥିଲେ । କିନ୍ତୁ ଜ୍ୟୋତି ର ଆଜିଜ ସହ ସମ୍ପର୍କ ଥିଲା । ଯେତେବେଳେ ବାହାଘର ପରେ ପ୍ରେମ ବାହାରେ ଚାକିରୀ କରୁଥିବାରୁ ସେ ଜ୍ୟୋତି କୁ ମଧ୍ୟ ବାହାରକୁ ନେଇଗଲା । ତେବେ ଗୋଟେ ଦିନ ଜ୍ୟୋତି ପ୍ରେମ ଅଫିସ ଯାଇଥିବା ବେଳେ ଆଜିଜ ଆସି ଜ୍ୟୋତି ଆସି ଘରେ ପହଁଚିଲା । 

 

ତେବେ ଦୁହିଁ ଜଣ ସାଙ୍ଗ ହୋଇ ଏକ ହୋଟେଲ କୁ ଗଲେ । କିନ୍ତୁ ସେଦିନ ପ୍ରେମ ଜଲଦି ଅଫିସ କୌଣସି କାରଣ ବଶତଃ ଜଲଦି ଆସି ଯାଇଥିଲା । ତେବେ ସେ ରାସ୍ତା ରେ ଜ୍ୟୋତି କୁ ଅନ୍ୟ ପୁଅ ସହ ଦେଖି ସନ୍ଦେହ କରିବା ସହ ସେ ତାଙ୍କ ପଛେ ପଛେ ଗଲା । ତେବେ ସେମାନେ oyo ରେ ରୁମ ବୁକ କରି ସାରିଥିଲେ । 

 

ଯେତେବେଳେ ସେ ଦୁହିଁ ଜଣ ରୁମ ଭିତରକୁ ଯାଇଛନ୍ତି ଏବଂ କିଛି କରିବା କୁ ଆରମ୍ଭ କରିବା ବେଳେ ପ୍ରେମ ଯାଇ ପହଂଚି ଯିବା ସହ । ଜ୍ୟୋତି କୁ ମାରି ମାରି ସିଧାସଳଖ କୋର୍ଟ ନେବା ସହ ସେଠାରେ ତାଙ୍କୁ ସିଧାସଳଖ ଦିଭର୍ସ ଦେବା ପାଇଁ କହିଥିଲେ । ଯାହାକୁ ପ୍ରେମ ର ସାଙ୍ଗ କ୍ୟାମେରା ରେ କଏଦ କରିବା ସହିତ ସୋସିଆଲ ମିଡ଼ିଆ ରେ ଛାଡିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *